ଆଖୁ

Saccharum officinarum

ଜଳସେଚନ
ଉଚ୍ଚ

ଚାଷ
ବିହନ ବୁଣିବା

ଅମଳ କରିବା
300 - 550 ଦିନ

ପରିଶ୍ରମ
କମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5 - 8.5

ତାପମାନ
32°C - 38°C

ଉର୍ବରୀକରଣ
ଉଚ୍ଚ

ଆଖୁ

ଉପକ୍ରମ

ଆଖୁ ଏକ ଅର୍ଥକାରୀ ଫସଲ ଯାହା ଦୁନିଆ ର 75% ଚିନି ଉତ୍ପାଦନ କରିବା ପାଇଁ ବ୍ୟବହୃତ ହୋଇଥାଏ। ଏହା ପଶୁ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ। ଆଖୁ ଏକ ବହୁବର୍ଷୀୟ ଘାସ ଜାତୀୟ ଫସଲ ଯାହାର ମୂଳ ଉତ୍ପତ୍ତି ଏସିଆ ରେ ହୋଇଛି। ଏହାର ଉଚ୍ଚା ବଢୁଥିବା ପାର୍ଶ୍ଵ କାଣ୍ଡ ଗୁଡିକ ମୋଟା ପଗ କିମ୍ବା କେନ ରେ ପରିଣତ ହୁଏ, ଯେଉଁଥିରୁ ଚିନି ପ୍ରସ୍ତୁତ ହୋଇଥାଏ। ବ୍ରାଜିଲ ଏବଂ ଭାରତ ବିଶ୍ଵର ସର୍ବାଧିକ ଆଖୁ ଉତ୍ପାଦନକାରୀ ଦେଶ।

ଉପଦେଷ୍ଟା

ଯତ୍ନ

ଯତ୍ନ

ତଳକୁ ଥିବା ଅନାବଶ୍ୟକ ଶୁଖିଲା ଏବଂ କଞ୍ଚା ପତ୍ରକୁ ନିୟମିତ ଭାବେ ବାହାର କରିବା (ଡିଟ୍ରାଶିଙ୍ଗ) ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କାରଣ କେବଳ ଉପର ଆଠ ରୁ ଦଶ ଟି ପତ୍ର ଉପଯୁକ୍ତ ଆଲୋକ ସଂଶ୍ଲେଷଣ ପାଇଁ ଆବଶ୍ୟକ। ଗଛ ଲଗାଇବାର 150 ଦିନ ପରେ ଯେତେବେଳେ କେନ ବିକାଶ ହୁଏ ସେତେବେଳେ ଡିଟ୍ରାଶିଙ୍ଗ ଆରମ୍ଭ କରିବା ଦରକାର ଏବଂ ଏହି ପ୍ରକ୍ରିୟା ପ୍ରତି ଦୁଇ ମାସରେ ଥରେ କରିବା ଆବଶ୍ୟକ। ଥରେ ଲଗାଗଲା ପରେ ଆଖୁ ଏକାଧିକ ବାର ଅମଳ କରାଯାଇପାରେ। ପ୍ରତ୍ଯେକ ଅମଳ ପରେ ଆଖୁ ର ନୂଆଁ ପିଲ ବାହାରି ଥାଏ। ପ୍ରତ୍ଯେକ ଅମଳ ପରେ ଉତ୍ପାଦନ କମି ଯାଇଥାଏ, ସେଥିପାଇଁ କିଛି ବର୍ଷ ପରେ ପୁଣି ନୂଆଁ ଗଛ ଲଗାଇବାକୁ ପଡିଥାଏ। ବ୍ଯବସାୟିକ ପରିସ୍ଥିତିରେ ଏହା 2-3 ଥର ଅମଳ ପରେ କରାଯାଇଥାଏ। ହାତରେ କିମ୍ବା ଯାନ୍ତ୍ରିକ ପଦ୍ଧତିରେ ଅମଳ କରାଯାଇଥାଏ।

ମାଟି

ଆଖୁ ଅନେକ ପ୍ରକାରର ମାଟିରେ ଚାଷ କରାଯାଇପାରେ, ଯଦିଓ ଉତ୍ତମ ଜଳ ନିଷ୍କାସିତ ଗଭୀର ଦୋରସା ମାଟି ଉପଯୁକ୍ତ। ଆଖୁ ବୃଦ୍ଧି ପାଇଁ ମାଟିର pH ମାତ୍ରା 5 ରୁ 8.5 ମଧ୍ୟରେ ଅବଶ୍ୟକ କିନ୍ତୁ 6.5 ଅନୁକୂଳତମ ଅଟେ।

ଜଳବାୟୁ

ଆଖୁ ଫସଲ 36.7° ଉତ୍ତର ଅକ୍ଷାଂଶ ଏବଂ 31.0° ଦକ୍ଷିଣ ଅକ୍ଷାଂଶ ମଧ୍ୟରେ ଗ୍ରୀଷ୍ମ ଏବଂ ଉପ-ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପ୍ରତି ଉପଯୋଜନିତ ହୋଇଛି। ଆଖୁ କଟିଙ୍ଗରୁ ଗଜା ହେବା ପାଇଁ ଅନୁକୂଳତମ ତାପମାତ୍ରା ହେଲା 32° ରୁ 38°C। ଆଖୁ ପାଇଁ ଅନୁକୂଳିତ ବାର୍ଷିକ ବୃଷ୍ଟିପାତ ହେଲା 1100 ମିମି ରୁ 1500 ମିମି, ଯେହେତୁ ଏହା ପ୍ରଚୁର ପରିମାଣରେ ପଣି ଅନବରତ ଭାବେ 6-7 ମାସ ପର୍ଯ୍ୟନ୍ତ ଆବଶ୍ୟକ କରିଥାଏ। ଉଚ୍ଚ ଆର୍ଦ୍ରତା (80-85%) ଆଖୁର ସର୍ବାଧିକ ଅଭିବୃଦ୍ଧି ଅବସ୍ଥାରେ କ୍ଷୀପ୍ର ବୃଦ୍ଧି ପାଇଁ ସୁହାଇଥାଏ।

ସମ୍ଭାବ୍ୟ ରୋଗ

ଆଖୁ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ଆଖୁ

Saccharum officinarum

ଆଖୁ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ଆଖୁ ଏକ ଅର୍ଥକାରୀ ଫସଲ ଯାହା ଦୁନିଆ ର 75% ଚିନି ଉତ୍ପାଦନ କରିବା ପାଇଁ ବ୍ୟବହୃତ ହୋଇଥାଏ। ଏହା ପଶୁ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ। ଆଖୁ ଏକ ବହୁବର୍ଷୀୟ ଘାସ ଜାତୀୟ ଫସଲ ଯାହାର ମୂଳ ଉତ୍ପତ୍ତି ଏସିଆ ରେ ହୋଇଛି। ଏହାର ଉଚ୍ଚା ବଢୁଥିବା ପାର୍ଶ୍ଵ କାଣ୍ଡ ଗୁଡିକ ମୋଟା ପଗ କିମ୍ବା କେନ ରେ ପରିଣତ ହୁଏ, ଯେଉଁଥିରୁ ଚିନି ପ୍ରସ୍ତୁତ ହୋଇଥାଏ। ବ୍ରାଜିଲ ଏବଂ ଭାରତ ବିଶ୍ଵର ସର୍ବାଧିକ ଆଖୁ ଉତ୍ପାଦନକାରୀ ଦେଶ।

ମହତ୍ୱପୂର୍ଣ୍ଣ ତଥ୍ୟ