ପାଣ୍ଡୁର ପଟ୍ଟୀ

ଆଖୁ

ପାଣ୍ଡୁର ପଟ୍ଟୀ

Physiological Disorder

ଅନ୍ୟ

ସଂକ୍ଷେପରେ

  • ନୂଆ ପତ୍ରରେ ଇଷତ ସବୁଜ ରୁ ଧବଳ କିମ୍ବା ହଳଦିଆ ଅନୁ ପ୍ରସ୍ଥ ପଟ୍ଟୀ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ପାଣ୍ଡୁର ପଟ୍ଟୀ

ଆଖୁ

ଲକ୍ଷଣ

ପତ୍ରର ଉଭୟ ପଟେ ଇଷତ ସବୁଜ ରୁ ଧବଳ ଅନୁ ପ୍ରସ୍ଥ ପଟ୍ଟୀ ଭଳି ଲକ୍ଷଣ ଦେଖାଯାଏ। ଏହି ବର୍ଣ୍ଣହୀନ ପଟ୍ଟୀ ପୁରୁଣା ପତ୍ର ଓ ଏହାର ନିକଟ ନୂଆ ପତ୍ରର ଡେମ୍ଫ ପାଖରେ ଦେଖାଯାଏ। ଜମିରେ ଭୂମିରୁ ସମାନ ଉଚ୍ଚରେ ବିଭିନ୍ନ ଗଛରେ ଲକ୍ଷଣ ଦେଖାଯାଇ ପାରେ। କିଛି ପ୍ରଭାବିତ ପତ୍ରର ପଟ୍ଟୀ ବା ପ୍ୟାଚ ଭିତରେ ମୃତ ଦାଗ ଓ ଛେଲା ଦେଖାଯାଏ। ଛୋଟ ଆଖୁ ସାଧାରଣତଃ ଏଥିରୁ ମୁକ୍ତ ଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ଏହି ବିକୃତି ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା କଥା ଆମେ ଜାଣି ନାହୁଁ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଏହି କ୍ଷତି ଗଛକୁ ଅଧିକ ପ୍ରଭାବିତ କରେ ନାହିଁ।

ଏହାର କାରଣ କଣ

ପାଣ୍ଡୁର ପଟ୍ଟୀ ଏକ ଶରୀର କ୍ରିୟାତ୍ମକ ବିକୃତି ଯାହାକି ହଠାତ ତାପମାତ୍ରାର ପତନ ଯୋଗୁଁ ହୋଇଥାଏ। ଏହା ବାହାରିନଥିବା ଗଭା ପତ୍ରର କିଛି ଅଂଶକୁ ପ୍ରଭାବିତ କରିଥାଏ। କ୍ଷତ ଚିହ୍ନ କେବଳ କିଛି ସପ୍ତାହ ପରେ ସାଧାରଣତଃ ଦେଖାଯାଏ, ଯେତେବେଳେ ପତ୍ର ବାହାରେ, ଏବଂ ଫସଲ ଅମଳ ଓ ଅନ୍ୟ କାର୍ଯ୍ୟ ପଦ୍ଧତିକୁ ଏହା ଅଧିକ ଭାବରେ ପ୍ରଭାବ ପକାଇ ନଥାଏ। ଏହି ବିକୃତି ପାଇଁ 2.7 ରୁ 7°C ମଧ୍ୟରେ ତାପମାତ୍ରା ଅନୁକୂଳ ହୋଇଥାଏ। ଖାଲ ଜମି ଅପେକ୍ଷା ଉଚ୍ଚ ଜମିରେ ଫସଲ ଅଧିକ ପ୍ରଭାବିତ ହୋଇଥାଏ। କେତେକ ନିର୍ଦ୍ଦିଷ୍ଟ କିସମରେ, ଯେଉଁଠି ପତ୍ର ପ୍ରାକୃତିକ ଭାବରେ ବକ୍ର ହୋଇଥାଏ, ତାପ ଦ୍ଵାରା ଏହି ବିକୃତି ହୋଇପାରେ।


ସୁରକ୍ଷାତ୍ମକ ଉପାୟ

  • ସହଳ ଲଗାନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ