above-the-fold-background-img-alt

ପ୍ଳାଣ୍ଟିକ୍ସ ଆପ୍ ସାହାଯ୍ୟରେ ଅଧିକ ଉତ୍ପାଦନ ପାଆନ୍ତୁ.

ଆପଣଙ୍କ ଫସଲର ଡାକ୍ତର


ଆପ୍ ଟି ପାଆନ୍ତୁ!
above-the-fold-foreground-img-alt

ଡାୟାଗ୍ନୋସିସ କରନ୍ତୁ ଏବଂ ଉପଚାର କରନ୍ତୁ

ଆପଣଙ୍କ ଆଣ୍ଡ୍ରଇଡ ଫୋନ କୁ ଏକ ମୋବାଇଲ ଡାକ୍ତର ରେ ପରିଣତ କରନ୍ତୁ: କେବଳ ଗୋଟିଏ ଫୋଟ, ଏବଂ ପ୍ଳାଣ୍ଟିକ୍ସ ସଂକ୍ରମିତ ଫସଲକୁ ଡାୟାଗ୍ନୋସିସ କରି ଆପଣଙ୍କୁ ରୋଗ, ପୋକ, କିମ୍ବା ଖାଦ୍ୟସାର ଅଭାବ ଜନିତ ସମସ୍ୟାର ସମାଧାନ ପାଇଁ ଉପଚାର ଉପାୟ ଯୋଗାଇଦେବ.


ବର୍ତ୍ତମାନ ପାଆନ୍ତୁ!

କମ୍ୟୁନିଟି ରେ ଜଇନ କରନ୍ତୁ!

କୃଷି ବିଶେଷଜ୍ଞ ମାନଙ୍କ ଜ୍ଞାନ ରୁ ଲାଭ ପାଆନ୍ତୁ ଏବଂ ଆପଣଙ୍କ ଜ୍ଞାନ ଓ ଅନୁଭୂତି ଦ୍ୱାରା ସାଥୀ ଚାଷ ମାନଙ୍କୁ ସାହାଯ୍ୟ କରନ୍ତୁ. ପ୍ଳାଣ୍ଟିକ୍ସ କମ୍ୟୁନିଟି ଜଇନ କରନ୍ତୁ. ବିଶ୍ୱର ସବୁଠୁ ବଡ ଚାଷୀ ନେଟୱର୍କ, ପ୍ଳାଣ୍ଟିକ୍ସ କମ୍ୟୁନିଟିରେ ଜଇନ କରନ୍ତୁ.


ବର୍ତ୍ତମାନ ଜଇନ କରନ୍ତୁ!

ଆପଣଙ୍କ ଉତ୍ପାଦକତା ବଢ଼ାନ୍ତୁ!

ଉତ୍ତମ କୃଷି କାର୍ଯ୍ୟ ପଦ୍ଧତି, ନିବାରଣ ଉପାୟ ଏବଂ ସାର କାଲ୍କୁଲେଟର: ପ୍ଳାଣ୍ଟିକ୍ସ ଫସଲ ଉପଦେଷ୍ଟା ର ଉପାଦେୟତା ଏବଂ ଆପଣଙ୍କ ଫସଲ ଓ ପରିସ୍ଥିତି ପାଇଁ ପାଆନ୍ତୁ ରକ ସାପ୍ତାହିକ କାର୍ଯ୍ୟ ଯୋଜନା.


ପ୍ଳାଣ୍ଟିକ୍ସ ବ୍ୟବହାର କରନ୍ତୁ, ବର୍ତ୍ତମାନ!

ଆମର ୟୁଜର ମାନେ କୁହନ୍ତି

ପ୍ଳାଣ୍ଟିକ୍ସ ଆପ୍ ରେ ସମସ୍ତ ମୁଖ୍ୟ ଫସଲ ଉପରେ ବିଶେଷତ୍ୱ ଅଛି ଯାହାକି ଅନେକ ଭାଷରେ ଉପଲବ୍ଧ ଓ ବ୍ୟବହାର କରିବା ପାଇଁ ସହଜ. ଏଥିପାଇଁ ପ୍ଳାଣ୍ଟିକ୍ସ ରୋଗ ଚିହ୍ନିବା, ରୋଗପାକ ନିୟନ୍ତ୍ରଣ କରିବା ଏବଂ ଉତ୍ପାଦନ ବଢାଇବା ପାଇଁ #1 ଆପ୍. ଆମର ହେଉଛି ଆମର ୟୁଜର ମାନଙ୍କ ବକ୍ତବ୍ୟ.

Gursewak Singh

Punjab · India

କପା, ଧାନ ଏବଂ ଗହମ

Nilesh Dighe

Pune District · India

ସିମଳା ଲଙ୍କା ଏବଂ ଆଖୁ

Devidas Shivaji Doudkarwadi

Pune District · India

ବନ୍ଧାକୋବି ଏବଂ ଚିନାବାଦାମ

Gursewak Singh

Bathinda · India

ପ୍ଳାଣ୍ଟିକ୍ସ ଆପ୍ ସବୁବେଳେ ମୋ ପାଖରେ ଥାଏ. ଡାୟାଗ୍ନୋସିସ, କନଫର୍ମ, କାରଣ ଓ ନିୟନ୍ତ୍ରଣ ପାଇଁ ପରାମର୍ଶ ସବୁକିଛି ଅତିଶୀଘ୍ର ମିଳିଥାଏ. ଏହା ଏକ ଭଲ ଆପ୍ ଯାହାକି ଅନେକ ଭାରତୀୟ ଭାଷାରେ ମିଳେ.

Nilesh Dighe

Dawadi · India

ଆପଣ ଯେତେବେଳ କୃଷି ରେ ନୁଆଁ ଟ୍ରେଣ୍ଡ ବିଷୟରେ ଆଲୋଚନା କରନ୍ତି, ମୁ କେବଳ ପ୍ଳାଣ୍ଟିକ୍ ପ୍ଳାଣ୍ଟିକ୍ସ ବିଷୟରେ ଭାବିପାରେ. ଏହି ଆପ ବହୁତ ବଢିଆ, ବିଶେଷ କରି ଫସଲର ଡାୟାଗ୍ନୋସିସ ପାଇଁ. ଏକ ହରିତ ପୃଥିବୀ ପାଇଁ ଏହା ଏକ ପନ୍ଥା.

Devidas Shivaji Doudkarwadi

Khed Taluka · India

ପ୍ଳାଣ୍ଟିକ୍ କୃଷି ପାଇଁ ଏକ ଆଧୁନିକ ମ୍ୟାଜିକ. ଏହାର ଫସଲ ଉପଦେଷ୍ଟା ସେବା ବହୁତ ବଢିଆ. ଉତ୍ତମ କାର୍ଯ୍ୟ ପ୍ରଣାଳୀ ପାଇଁ ଏହାର ପର୍ଯ୍ୟାୟ କ୍ରମେ ପ୍ରସ୍ତୁତ ଗାଇଡ଼ ଦ୍ୱାରା ଏହି ଆପ ଫଳାଫଳ ର ଉନ୍ନତି ପାଇଁ ମତେ ଯଥେଷ୍ଟ ସାହାଯ୍ୟ କରିଛି.

ସମ୍ମିଳିତ ହୋଇଛି 0 ମୁଖ୍ୟ ଫସଲ

ଚିହ୍ନଟ କରିଥାଏ 0 ଫସଲର କ୍ଷୟକ୍ଷତି

ଉପଲବ୍ଧ ଅଛି 0 ଭାଷାରେ

ଡାଉନଲୋଡ଼ ସଂଖ୍ୟା 0 ଲକ୍ଷରୁ ଅଧିକା

ନୁଆଁ ବ୍ଲଗ

ପ୍ଳାଣ୍ଟିକ୍ସ ସହିତ ଅପ୍-ଟୁ-ଡେଟ ରୁହନ୍ତୁ! ଉତ୍ତମ କୃଷି ପ୍ରଣାଳୀ ପାଇଁ ଆମର ଟିପ୍ ସବୁ ଚେକ କରନ୍ତୁ

26
May 20

Farmers can now get immediate help on infected crops - for free

The AI powered Plantix turns every device running Whatsapp into a powerful crop doctor.

09
Oct 19

Pest Control: Managing Sucking Pests

Aphids, Thrips, Mites: Pest control of sucking pests requires several measures to be taken. This blog presents the main options open to you

09
Sep 19

Dryland Agriculture

Farmers facing droughts use dry farming techniques. Read more about mulch types, antitranspirants and other dry farming essentials.

ପ୍ରେସ୍ ଏବଂ ପୁରସ୍କାର

ଆମେ ଖାଲି କହୁଚୁ ବୋଲି ନୁହଁ. ପ୍ଳାଣ୍ଟିକ୍ସ - ଡିଜିଟାଲ କୃଷି ପାଇଁ ଏକ ଅନନ୍ୟ ସମାଧାନ - ବିଶ୍ୱ ସାରା ବିଭିନ୍ନ ମିଡିଆରେ ସମ୍ମାନଜନକ ଭାବେ ଉଲ୍ଲେଖିତ ହୋଇଛି ଏବଂ ବିଭିନ୍ନ ପୁରସ୍କାର ପାଇଛି.

ଆମେ ସମସ୍ତେ ମିଶି ବିଶ୍ୱର ସବୁଠୁ ବଡ଼ କୃଷି କମ୍ୟୁନିଟି ତିଆରି କରିଛୁ.

ଆମେ ସାରା ବିଶ୍ୱରେ ଚାଷୀ ମାନଙ୍କୁ ସେମାନଙ୍କର ଲାଭ ବଢ଼ିବାରେ ସକ୍ଷମ କରାଉଛୁ. ଆମର ଆନ୍ତର୍ଜାତିକ ସହଯୋଗୀ ମାନଙ୍କ ବିନା, ଏହା ସମ୍ଭବ ହୋଇପାରି ନଥାନ୍ତା.