#1 ନିଃଶୁଳ୍କ ଆପ- ଫସଲ ନିଦାନ ଓ ଉପଚାର ପାଇଁ

ପ୍ଲାଣ୍ଟିକ୍ସ କୃଷକମାନଙ୍କୁ ଫସଲ ସମସ୍ୟା ଚିହ୍ନଟ ଏବଂ ଉପଚାର କରିବାରେ, ଉତ୍ପାଦକତାରେ ଉନ୍ନତି ଆଣିବାରେ ଏବଂ କୃଷି ଜ୍ଞାନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ଆପଣଙ୍କ କୃଷି ଲକ୍ଷ୍ୟ ହାସଲ କରନ୍ତୁ ଏବଂ ପ୍ଲାଣ୍ଟିକ୍ସ ସହିତ ଆପଣଙ୍କ କୃଷି ଅଭିଜ୍ଞତାକୁ ଉନ୍ନତ କରନ୍ତୁ।

ସର୍ବ ବୃହତ କୃଷି କମ୍ୟୁନିଟି ଦ୍ଵାରା ଆସ୍ଥା ପ୍ରାପ୍ତ


ଆପଣଙ୍କ ଫସଲ ଉତ୍ପାଦନ ବୃଦ୍ଧି କରନ୍ତୁ

ଆପଣଙ୍କ ଅସୁସ୍ଥ ଫସଲର ନିଦାନ କରନ୍ତୁ

ଆପଣଙ୍କ ଅସୁସ୍ଥ ଫସଲର ଏକ ଫୋଟ ନିଅନ୍ତୁ ଏବଂ ମାଗଣା ନିଦାନ ଓ ଉପଚାର ପରାମର୍ଶ ପ୍ରାପ୍ତ କରନ୍ତୁ - ସବୁ କେବଳ କିଛି ସେକଣ୍ଡ ମଧ୍ୟରେ !

ବିଶେଷଜ୍ଞ ପରାମର୍ଶ ପ୍ରାପ୍ତ କରନ୍ତୁ

ଏକ ପ୍ରଶ୍ନ ଅଛି କି? ବ୍ୟସ୍ତ ହୁଅନ୍ତୁ ନାହିଁ। ଆମର କମ୍ୟୁନିଟି କୃଷି-ବିଶେଷଜ୍ଞ ଆପଣଙ୍କୁ ସାହାଯ୍ୟ କରିବେ। ଆପଣ ଫସଲ ଚାଷ ବିଷୟରେ ମଧ୍ୟ ଶିଖି ପାରିବେ ଏବଂ ଅନ୍ୟ ଚାଷୀଙ୍କୁ ମଧ୍ୟ ଆପଣଙ୍କ ଅନୁଭୂତି ଦ୍ଵାରା ସାହାଯ୍ୟ କରି ପାରିବେ।

ଆପଣଙ୍କ ଫସଲର ସର୍ବାଧିକ ଅମଳ କରିବାକୁ ଚାହାନ୍ତି କି?

ଆମର ଲାଇବ୍ରେରୀ ଆପଣ ପାଇଁ ସବୁକିଛି ଅନ୍ତର୍ଭୁକ୍ତ କରିଛି! ଆପଣଙ୍କ ନିର୍ଦ୍ଦିଷ୍ଟ ଗଛର ରୋଗ ଓ ନିରାକରଣ ସୂଚନା ସହିତ ଆପଣ ଏକ ସଫଳ ଅମଳ ସୁନିଶ୍ଚିତ କରି ପାରିବେ।

ପ୍ଲାଣ୍ଟିକ୍ସ ସଂଖ୍ୟାରେ

ବିଶ୍ଵବ୍ୟାପୀ ସର୍ବାଧିକ ଡାଉନଲୋଡ୍ ହୋଇଥିବା କୃଷି-ଟେକ୍ ଆପ୍ ଭାବରେ ପ୍ଲାଣ୍ଟିକ୍ସ କୃଷକଙ୍କ ଠାରୁ 10 କୋଟିରୁ ଅଧିକ ଫସଲ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇଛି।


ଆମର ଉପଭୋକ୍ତା କଣ କହୁଛନ୍ତି ଚେକ କରନ୍ତୁ

ଏହି ଆପ ଏକ ଦକ୍ଷ ଏବଂ ଉପଭୋକ୍ତା ଅନୁକୂଳ ଅଟେ, ଫସଲର ରୋଗ ଚିହ୍ନଟ କରିବା, ଉଭୟ ରାସାୟନିକ ଓ ଜୈବିକ ଉପଚାର ପାଇବା ବହୁତ ସହଜ ହୋଇଥାଏ।

ଜୋସ ସଉଜା

କୃଷକ | ବ୍ରାଜିଲ

ଏକ କୃଷି ବିଶେଷଜ୍ଞ ଭାବରେ, ମୁଁ ଏହି ଆପକୁ ଅଧିକ ମାତ୍ରାରେ ସୁପାରିଶ କରୁଅଛି। ଫସଲର ରୋଗ ଚିହ୍ନଟ କରିବା ଏବଂ ରୋଗ ଦୂରୀକରଣ ପାଇଁ ସମାଧାନ ପ୍ରଦାନ କରିବା ପାଇଁ ଏହା ଫଳପ୍ରଦ ଅଟେ।

ଆଲେଜାଣ୍ଡ୍ରୋ ଏସ୍କାରା

କୃଷି ବିଶେଷଜ୍ଞ | ସ୍ପେନ

ଏହି ଆପ ମୋର ଗଛର ରୋଗ ପାଇଁ ସର୍ବୋତ୍କୃଷ୍ଟ ବିଶ୍ଳେଷଣ ଏବଂ ସମାଧାନ ପ୍ରଦାନ କରିଅଛି। ଯେଉଁମାନେ ନିଜ ଫସଲର ସ୍ୱାସ୍ଥ୍ୟ ରେ ଉନ୍ନତି କରିବା ପାଇଁ ଚାହୁଞ୍ଚନ୍ତି, ସେମାନଙ୍କୁ ମୁଁ ଏହାକୁ ଅଧିକ ମାତ୍ରାରେ ସୁପାରିଶ କରୁଅଛି।

ୱାତି ସିଙ୍ଗରିମ୍ବନ

କୃଷକ | ଇଣ୍ଡୋନେସିଆ