ବାଇଗଣ

Solanum melongena

ଜଳସେଚନ
ଉଚ୍ଚ

ଚାଷ
ରୁଆ ଯାଇଥିବା

ଅମଳ କରିବା
110 - 170 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.5 - 7

ତାପମାନ
20°C - 30°C

ଉର୍ବରୀକରଣ
ମଧ୍ୟମ

ବାଇଗଣ

ଉପକ୍ରମ

ବାଇଗଣ ନାଇଟଶେଡ ପରିବାରର (ସୋଲାନେସି) ଏକ ଗଛ ଏବଂ ମୁଖ୍ଯତଃ ଏହାର ଖାଦ୍ୟ ଉପଯୋଗୀ ଫଳ ପାଇଁ ଚାଷ କରାଯାଇଥାଏ। ଏହି ଫସଲ ମୂଳତଃ ଭାରତ ରେ ଚାଷ କରାଯାଉଛି ଏବଂ ବର୍ତ୍ତମାନ ସାରା ବିଶ୍ବରେ ଉଷ୍ଣ ଜଳବାୟୁ ଅଞ୍ଚଳରେ ଦେଖାଯାଉଛି।

ଉପଦେଷ୍ଟା

ଯତ୍ନ

ଯତ୍ନ

ରଞ୍ଜା ଦେଇ କିମ୍ବା ଦଉଡି ବାନ୍ଧି ବାଇଗଣ ଗଛକୁ ସିଧା ସଳଖ ବଢିବାକୁ ଦେବା ଉଚିତ। ମଲା ପତ୍ରଗୁଡିକୁ ବାହାର କରାଯିବା ଆବଶ୍ୟକ ଏବଂ ନିୟମିତ ଭାବେ ଘାସବଛା ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଫସଲ ଅଧିକ ପରିମାଣର ଖାଦ୍ୟସାର ଅନାଶ୍ୟକ କରିଥାଏ। ମାଟି ଓଦା ରହିବା ଆବଶ୍ୟକ କିନ୍ତୁ ଜଳ ପ୍ଳାବିତ ପରିସ୍ଥିତି ଅନାବଶ୍ୟକ। ବୁଣିବାର ପ୍ରାୟ 110 ରୁ 170 ଦିନ ପରେ ଫଳ ଅମଳ କରା ଯାଇପାରେ।

ମାଟି

ସୋଲାନମ ମେଲୋଞ୍ଜେନା ପାଇଁ ଅତି ଉର୍ବର ରନ୍ଧ୍ରୀ ମାଟି ଯେଉଁଥିରେ ଭଲ ଭାବେ ଜଳ ନିଷ୍କାସିତ ହେଉଥାଏ କିନ୍ତୁ ଶୁଖିଲା ହୋଇ ନଥାଏ, ଆବଶ୍ୟକ। ମାଟି ଅଳ୍ପ ମାତ୍ର ଅମ୍ଳ ହେବା ଆବଶ୍ୟକ, pH ମୂଲ୍ୟ 6.5 ଉପଯୁକ୍ତ ଅଟେ। ଏହି ଗଛର ମୂଳ ମାଟିରେ 50 ସେମି ଗଭୀରକୁ ବଢିପାରେ, ସେଥିପାଇଁ ବନ୍ଧନ-ମୁକ୍ତ ମାଟି ଅନୁକୂଳ ଅଟେ।

ଜଳବାୟୁ

ସୋଲାନମ ମେଲୋଞ୍ଜେନା ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ରୁ ନାତିଶୀତୋଷ୍ଣ ଜଳବାୟୁ ପର୍ଯ୍ୟନ୍ତ ଅଞ୍ଚଳରେ ଚାଷ କରାଯାଏ। ଯଦି ଥଣ୍ଡା ତାପମାତ୍ରା ଥିବା ଅଞ୍ଚଳରେ ଚାଷ କରାଯାଏ, ତାହେଲେ ଚାଷ ପ୍ରକ୍ରିୟା କୁ ଗ୍ରୀନହାଉସରେ ରୋଇବା ପାଇଁ ମାଟି ଯଥେଷ୍ଟ ଗରମ ହେଲା ପର୍ଯ୍ୟନ୍ତ କରିବା ଆବଶ୍ୟକ। ଥଣ୍ଡା ଜଳବାୟୁ ରେ ବାଇଗଣ ବାର୍ଷିକୀ ଫସଲ ହହବେ ହୁଏ କିନ୍ତୁ ଗରମ ଜଳବାୟୁ ରେ ବହୁବାର୍ଷିକୀ ଅଭିବୃଦ୍ଧି ହୋଇପାରେ। ସିଧା ସଳଖ ସୂର୍ଯ୍ୟାଲୋକ ଏହି ଫସଲର ବୃଦ୍ଧି ପାଇଁ ହିତକାରକ ହୋଇଥାଏ।

ସମ୍ଭାବ୍ୟ ରୋଗ

ବାଇଗଣ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ବାଇଗଣ

Solanum melongena

ବାଇଗଣ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ବାଇଗଣ ନାଇଟଶେଡ ପରିବାରର (ସୋଲାନେସି) ଏକ ଗଛ ଏବଂ ମୁଖ୍ଯତଃ ଏହାର ଖାଦ୍ୟ ଉପଯୋଗୀ ଫଳ ପାଇଁ ଚାଷ କରାଯାଇଥାଏ। ଏହି ଫସଲ ମୂଳତଃ ଭାରତ ରେ ଚାଷ କରାଯାଉଛି ଏବଂ ବର୍ତ୍ତମାନ ସାରା ବିଶ୍ବରେ ଉଷ୍ଣ ଜଳବାୟୁ ଅଞ୍ଚଳରେ ଦେଖାଯାଉଛି।

ମହତ୍ୱପୂର୍ଣ୍ଣ ତଥ୍ୟ