କାକୁଡି

Cucumis sativus

ଜଳସେଚନ
ମଧ୍ୟମ

ଚାଷ
ବିହନ ବୁଣିବା

ଅମଳ କରିବା
50 - 70 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ଅଧା ଛାଇ

pH ମୂଲ୍ୟ
5.5 - 7.5

ତାପମାନ
15°C - 24°C

ଉର୍ବରୀକରଣ
ମଧ୍ୟମ

କାକୁଡି

ଉପକ୍ରମ

କାକୁଡି ଗରମ ସିଜନର ଏକ ବାର୍ଷିକୀ ଫସଲ। ଏହା ଏକ ମାଳୁଥିବା ଗଛ ଯାହା ସାରା ଭରତ ରେ ଖରାଦିନିଆ ପରିବା ଭାବେ ବ୍ଯବହର କରାଯାଏ। କାକୁଡି ଫଳକୁ କଞ୍ଚା ଖିଆଯାଏ କିମ୍ବା ସାଲଡ ରେ ବ୍ଯବହର କରାଯାଏ କିମ୍ବା ପରିବା ଭାବେ ରୋଷେଇ କରାଯାଏ। କାକୁଡି ର ମଞ୍ଜିରୁ ତେଲ ବାହାର କରାଯାଏ ଯାହାର ସ୍ୱାସ୍ଥ୍ୟ ପାଇଁ ଉପକାରିତା ଗୁଣ ଅଛି।

ଉପଦେଷ୍ଟା

ଯତ୍ନ

ଯତ୍ନ

ସର୍ବୋତ୍କୃଷ୍ଟ ଗୁଣ ର ଫଳ ପାଇବା ପାଇଁ ସମୟ ଅନୁସାରେ ଫଳ ତୋଳିବା ଆବଶ୍ୟକ। କମ୍ପୋଷ୍ଟ ପରି ଭଲ ଭାବେ ସଢା ଜୈବିକ ଖତ ଗଛ ଲଗାଇବା ପୂର୍ବରୁ ପ୍ରୟୋଗ କରନ୍ତୁ। ଯଦି ଗଛ କୁ ଉପରକୁ ବଢାଇବା ପାଇଁ ଚାହୁଛନ୍ତି ତାହେଲେ ରଞ୍ଜା ବ୍ୟବହାର କରି ଗଛକୁ ସାହାରା ଦିଅନ୍ତୁ। ଗଛ ରୁ ଗଛ ମଧ୍ୟରେ 45 ସେମି ବ୍ଯବଧାନ ରଖନ୍ତୁ। ଛୋଟ ଓ କଅଁଳିଆ ଥିବା ସମୟରେ କାକୁଡି ଅମଳ କରିବା ଆବଶ୍ୟକ।

ମାଟି

ଜୈବିକ ପଦାର୍ଥ ରେ ଭରପୁର ବାଲିଆ ଦୋରସା, ଉତ୍ତମ ଜଳ ନିଷ୍କାସିତ ହେଉଥିବା ଏବଂ 6.5 - 7.5 ର pH ରେଞ୍ଜ ଥିବା ମାଟି କାକୁଡି ଚାଷ ପାଇଁ ଅନୁକୂଳ ଅଟେ। ଅଧିକ ଉତ୍ପାଦନ ପାଇଁ, ଜୈବିକ କମ୍ପୋଷ୍ଟ କିମ୍ବା ଅନ୍ୟ କୌଣସି ଗୋବର ଖତ (FYM) ପ୍ରୟୋଗ କରି ମାଟିରେ ଜୈବିକ ପଦାର୍ଥ ଯେମିତି ରହେ ତାହାର ସୁନିଶ୍ଚିତ କରନ୍ତୁ।

ଜଳବାୟୁ

ଏହି ଫସଲ ପାଇଁ ମଧ୍ୟମ ଉଷ୍ଣ ତାପମାନ ଆବଶ୍ୟକ ହୋଇଥାଏ ଯାହା ଆଦର୍ଶ ରୂପେ 20 ରୁ 26⁰C ମଧ୍ୟରେ ଅଟେ। ଅତ୍ୟଧିକ ଅର୍ଦ୍ରତା ପାଉଁଶିଆ ରୋଗ ଏବଂ ନିମ୍ନ ମୁଖୀ ପତ୍ରପୋଡା ରୋଗ କୁ ପ୍ରୋତ୍ସାହିତ କରିଥାଏ। କୁହୁଡି ଅବସ୍ଥା ଏହି ଫସଲ ପାଇଁ ଉପଯୁକ୍ତ ନୁହେଁ।

ସମ୍ଭାବ୍ୟ ରୋଗ

କାକୁଡି

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

କାକୁଡି

Cucumis sativus

କାକୁଡି

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

କାକୁଡି ଗରମ ସିଜନର ଏକ ବାର୍ଷିକୀ ଫସଲ। ଏହା ଏକ ମାଳୁଥିବା ଗଛ ଯାହା ସାରା ଭରତ ରେ ଖରାଦିନିଆ ପରିବା ଭାବେ ବ୍ଯବହର କରାଯାଏ। କାକୁଡି ଫଳକୁ କଞ୍ଚା ଖିଆଯାଏ କିମ୍ବା ସାଲଡ ରେ ବ୍ଯବହର କରାଯାଏ କିମ୍ବା ପରିବା ଭାବେ ରୋଷେଇ କରାଯାଏ। କାକୁଡି ର ମଞ୍ଜିରୁ ତେଲ ବାହାର କରାଯାଏ ଯାହାର ସ୍ୱାସ୍ଥ୍ୟ ପାଇଁ ଉପକାରିତା ଗୁଣ ଅଛି।

ମହତ୍ୱପୂର୍ଣ୍ଣ ତଥ୍ୟ