ଆମ୍ବ

Mangifera indica

ଜଳସେଚନ
ମଧ୍ୟମ

ଚାଷ
ରୁଆ ଯାଇଥିବା

ଅମଳ କରିବା
1 - 365 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.5 - 7.5

ତାପମାନ
0°C - 0°C

ଉର୍ବରୀକରଣ
ଉଚ୍ଚ

ଆମ୍ବ

ଉପକ୍ରମ

ଆମ୍ବ ଏକ ଫଳ ଯାହା ଅର୍ଥନୈତିକ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ଭଲ ସ୍ୱାଦ ଏବଂ ବିଭିନ୍ନ ପ୍ରକାରର କିସମ ଯୋଗୁଁ ଗ୍ରାହକମାନଙ୍କ ମଧ୍ୟରେ ଲୋକପ୍ରିୟ। ଏହା ପୁଷ୍ଟିକର ଭିଟାମିନ A ଏବଂ C ରେ ଭରପୂର ଅଟେ। ଆମ୍ବ ଗଛର କାଠ ମଧ୍ୟ କାଠ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ବ୍ୟବହୃତ ହୋଇପାରେ। ଆମ୍ବ ପତ୍ର ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇପାରେ।

ଯତ୍ନ

ଯତ୍ନ

ଯଦି ସମ୍ଭବ ଆପଣଙ୍କର ଇଚ୍ଛା ମୁତାବକ କିସମ ର ମା ଗଛ ରୁ ଆମ୍ବ ଚାରା ନେଇ ଚାଷ କରନ୍ତୁ। ନର୍ସରୀ ରୁ ରୋପଣ କରିବା ସମୟରେ ଯେତେ ଅଧିକ ସେତେ ମୂଳ ବ୍ୟବସ୍ଥା କୁ ଚାରା ସହିତ ରଖିବା ଗୁରୁତ୍ୱପୂର୍ଣ୍ଣ। ହାଲୁକା କିନ୍ତୁ ବାରମ୍ବାର ଜଳସେଚନ କରିବା ଅନୁମୋଦିତ। ରାସାଯନିକ ସାର ଅପେକ୍ଷା ଅଧିକ ପରିମାଣର ଜୈବିକ ସାର ର ପ୍ରୟୋଗ ଆମ୍ବ ଗଛର ବୃଦ୍ଧି ପାଇଁ ଅଧିକ ସହାୟକ ହୋଇଥାଏ ବୋଲି ଜଣାପଡିଛି। ଇଚ୍ଛା ମୁତାବକ ଆକୃତି ଦେବା ପାଇଁ ଗଛରେ ନିୟନ୍ତ୍ରିତ ଭାବେ ପରିବର୍ତ୍ତନ କରିବା ଗୁରତ୍ଵପୂର୍ଣ୍ଣ ଅଟେ। ବିଶେଷ ରୂପେ ପ୍ରଥମ 3-4 ବର୍ଷ ମଧ୍ୟରେ ନିୟମିତ ଭାବେ ଗଛରେ କାଣ୍ଟ-ଛାଣ୍ଟ କରାଯିବା ଆବଶ୍ୟକ। ଆମ୍ବ ଗଛର ଗମ୍ବୁଜାକୃତି ଅଭିବୃଦ୍ଧି ପ୍ରକୃତି ଯୋଗୁଁ ପ୍ରତି ବର୍ଷ କାଣ୍ଟ-ଛାଣ୍ଟ ର ଆବଶ୍ୟକ ନାହିଁ। ଫଳରେ ଆଘାତ ନ ଲାଗିବା ପାଇଁ ଅତ୍ୟନ୍ତ ଯତ୍ନ ନେବା ଆବଶ୍ୟକ।

ମାଟି

ବ୍ୟାପକ ପ୍ରକାର ମାଟି ରେ ଆମ୍ବ ଫସଲ ସଫଳ ଭାବେ ଚାଷ କରାଯାଇପାରେ ଯଦିଓ ଲାଲ ଦୋରସା ମାଟି ଅନୁକୂଳତମ ଅଟେ। ମାଟିର ଜଳ ଧାରଣ କ୍ଷମତା ଭଲ ଥିବା ଆବଶ୍ୟକ, କିନ୍ତୁ ଖରାପ ଜଳ ନିଷ୍କାସିତ ମାଟି ଅଭିବୃଦ୍ଧି କୁ ସୀମିତ କରି ଦେଇଥାଏ। ଗଭୀର (1.2 ମିଟର ରୁ ଅଧିକ) ଜୈବିକ ପଦାର୍ଥ ଥିବା ପଟୁ ମାଟି ସବୁଠୁ ଭଲ ଭାବେ ବଢିବା ପାଇଁ ସହାୟକ ହୋଇଥାଏ। ଏହି କାରଣ ଯୋଗୁଁ ପାହାଡି ଅଞ୍ଚଳ ଅପେକ୍ଷା ସମତଳ ଅଞ୍ଚଳରେ ଆମ୍ବ ଚାଷ କରିବା ଭଲ ଅଟେ।

ଜଳବାୟୁ

ଅଧିକାଂଶ ଗ୍ରୀଷ୍ମ ମଣ୍ଡଳୀୟ ଏବଂ ଉପ ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଆମ୍ବ ଫସଲ ଭଲ ଭାବେ ଚାଷ କରା ଯାଇପାରେ କିନ୍ତୁ ଏହା ପ୍ରବଳ ଗରମ ଏବଂ ପ୍ରବଳ ଥଣ୍ଡା, ଉଭୟ ପ୍ରତି ସମ୍ବେଦନଶୀଳ ଅଟେ। ସଫଳ ଅମଳ ପାଇଁ ଫସଲର ବିଭିନ୍ନ ଅବସ୍ଥା ରେ ବୃଷ୍ଟିପାତର ବିତରଣ ହେବା ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ୱରୂପ, ଫୁଲ ଧରିବା ସମୟରେ ପରାଗଣ ପାଇଁ ଶୁଖିଲା ପାଗ ଭଲ ଅଟେ ଯେତେବେଳେ କି, ଫଳ ର ବିକାଶ ପାଇଁ ବର୍ଷା ପାଗ ଭଲ ଅଟେ। ପ୍ରବଳ ପବନ ଆମ୍ବ ଗଛ ପାଇଁ ହାନିକରକ ହୋଇପାରେ।

ସମ୍ଭାବ୍ୟ ରୋଗ

ଆମ୍ବ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ଆମ୍ବ

Mangifera indica

ଆମ୍ବ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ଆମ୍ବ ଏକ ଫଳ ଯାହା ଅର୍ଥନୈତିକ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ଭଲ ସ୍ୱାଦ ଏବଂ ବିଭିନ୍ନ ପ୍ରକାରର କିସମ ଯୋଗୁଁ ଗ୍ରାହକମାନଙ୍କ ମଧ୍ୟରେ ଲୋକପ୍ରିୟ। ଏହା ପୁଷ୍ଟିକର ଭିଟାମିନ A ଏବଂ C ରେ ଭରପୂର ଅଟେ। ଆମ୍ବ ଗଛର କାଠ ମଧ୍ୟ କାଠ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ବ୍ୟବହୃତ ହୋଇପାରେ। ଆମ୍ବ ପତ୍ର ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇପାରେ।

ମହତ୍ୱପୂର୍ଣ୍ଣ ତଥ୍ୟ