ବୁଟ ଚଣା

Cicer arietinum

ଜଳସେଚନ
କମ

ଚାଷ
ବିହନ ବୁଣିବା

ଅମଳ କରିବା
140 - 150 ଦିନ

ପରିଶ୍ରମ
କମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.5 - 7

ତାପମାନ
18°C - 29°C

ଉର୍ବରୀକରଣ
ମଧ୍ୟମ

ବୁଟ ଚଣା

ଉପକ୍ରମ

ଚଣା ଫସଲ ର କ୍ଷେତ୍ରଫଳ ତଥା ଉତ୍ପାଦନରେ ଭାରତ ବିଶ୍ବରେ ସବୁଠାରୁ ଆଗରେ ଅଛି। ଚଣା ହେଉଛି ଭାରତରେ ପୁରାତନ କାଳରୁ ଚାଷ କରାଯାଉଥିବା ବହୁତ ପୁରୁଣା ଡାଲି ଜାତୀୟ ବ୍ଯବସାୟିକ ଫସଲ ମଧ୍ୟରେ ଅନ୍ଯତମ। ଏହା ଏକ ସଂପୂର୍ଣ୍ଣ ପ୍ରୋଟିନର ଏକ ସ୍ତୋତ୍ର ଏବଂ ତନ୍ତୁ ତଥା ଜରୁରୀ ଭିଟାମିନ ମଧ୍ୟ ଯୋଗାଇ ଥାଏ। ଚଣା କୁ ଫାଳ କରି ଡାଲି (ଚଣା ଡାଲି) ଏବଂ ଚୂନା (ବେସନ) ରୂପେ ବ୍ଯବହାର କରାଯାଇପାରେ। ତାଜା ସବୁଜ ପତ୍ରକୁ ପରିବା ହିସାବରେ ବ୍ୟବହାର କରାଯାଇଥାଏ ଏବଂ ଏହାର ନଡା ଉତ୍କୃଷ୍ଟ ଗୋ ଖାଦ୍ଯ ଅଟେ।

ଯତ୍ନ

ଯତ୍ନ

କେତେ ପରିମାଣର ଅତିରିକ୍ତ ସାର ଆବଶ୍ୟକ ତାହା ନିର୍ଣ୍ଣୟ କରିବା ପାଇଁ ଜମିର ପ୍ରାଥମିକ ଉର୍ବରତା ଦ୍ଵାରା ଜଣ ପଡି ଥାଏ। ଶୁଖିଲା ଜମିରେ ଚଣା ଫସଲ ଭଲ ଭାବେ ହୋଇଥାଏ ଏବଂ ଏହା ପାଇଁ ଅଳ୍ପ ଜଳ ଆବଶ୍ୟକ ପଡିଥାଏ। ତେଣୁ ଚଣା ବର୍ଷା ଆଧାରିତ ଫସଲ ଭାବେ ଲଗା ଯାଇପାରେ। ଯଦି, ବୃଷ୍ଟିପାତ ର ପରିମାଣ ଯଥେଷ୍ଟ ନ ହୁଏ, ଫୁଲ ଧରିବା ପୂର୍ବରୁ ଏବଂ ଛୁଇଁ ବିକାଶ ସମୟରେ ଜଳ ସେଚନ ଦେବା ଆବଶ୍ୟକ। ଫସଲରେ ବାଳୁଙ୍ଗା ବିକାଶକୁ କମ କରିବା ପାଇଁ ଜୈବିକ ପଦାର୍ଥ ଯେମିତି ଶୁଖିଲା ପତ୍ର ର ମଲଚ ବ୍ୟବହାର କରା ଯାଇପାରେ।

ମାଟି

ବ୍ୟାପକ ପ୍ରକାରର ମାଟିରେ ଚଣା ଫସଲ ଚାଷ କରା ଯାଇପାରେ, କିନ୍ତୁ ବାଲିଆ ଦୋରସା ରୁ ଅଳ୍ପ ମଟାଳ ମାଟି ଉପଯୁକ୍ତ ଅଟେ। ମତିରୁ ଜଳ ନିଷ୍କାସନ ଭଲ ଭାବେ ହେବା ଉଚିତ କାରଣ ଜଳ ମଗ୍ନ ପରିସ୍ଥିତି ଚଣା ଚାଷ ପାଇଁ ଉପଯୁକ୍ତ ନୁହେଁ। 5.5 ରୁ 7.0 ପର୍ଯ୍ୟନ୍ତ pH ଚଣା ଚାଷ ପାଇଁ ଉପଯୁକ୍ତ ଅଟେ। ଚଣା ଚାଷ ପାଇଁ ରୁକ୍ଷ କିମ୍ବା ଟେଳା ଟେଳା ମାଟି ଆବଶ୍ୟକ ହୋଇଥାଏ କାରଣ ଗୁଣ୍ଡ ହୋଇଥିବା କମ୍ପାକ୍ଟ ଜମିରେ ଚଣା ଫସଲ ଭଲ ହୁଏ ନାହିଁ।

ଜଳବାୟୁ

ଚଣା ଗଛ ଭଲ ଆର୍ଦ୍ର ପରିବେଶରେ ବହୁତ ଭଲ ଭାବେ ବଢିଥାଏ। ଚଣା ଚାଷ ପାଇଁ ଅନୁକୂଳତମ ତାପମାନ ହେଲା 24ºC ରୁ 30ºC। କିନ୍ତୁ 15 ºC ପର୍ଯ୍ୟନ୍ତ ଥଣ୍ଡା ଏବଂ 35 ºC ପର୍ଯ୍ୟନ୍ତ ଉଚ୍ଚ ତାପମାନ ଚଣା ଫସଲ ସହି ପାରେ। 650 ରୁ 950 ମିମି ର ବାର୍ଷିକ ବୃଷ୍ଟିପାତ ଅଞ୍ଚଳ ଚଣା ଚାଷ ପାଇଁ ସୁହାଇଥାଏ।

ସମ୍ଭାବ୍ୟ ରୋଗ

ବୁଟ ଚଣା

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ବୁଟ ଚଣା

Cicer arietinum

ବୁଟ ଚଣା

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ଚଣା ଫସଲ ର କ୍ଷେତ୍ରଫଳ ତଥା ଉତ୍ପାଦନରେ ଭାରତ ବିଶ୍ବରେ ସବୁଠାରୁ ଆଗରେ ଅଛି। ଚଣା ହେଉଛି ଭାରତରେ ପୁରାତନ କାଳରୁ ଚାଷ କରାଯାଉଥିବା ବହୁତ ପୁରୁଣା ଡାଲି ଜାତୀୟ ବ୍ଯବସାୟିକ ଫସଲ ମଧ୍ୟରେ ଅନ୍ଯତମ। ଏହା ଏକ ସଂପୂର୍ଣ୍ଣ ପ୍ରୋଟିନର ଏକ ସ୍ତୋତ୍ର ଏବଂ ତନ୍ତୁ ତଥା ଜରୁରୀ ଭିଟାମିନ ମଧ୍ୟ ଯୋଗାଇ ଥାଏ। ଚଣା କୁ ଫାଳ କରି ଡାଲି (ଚଣା ଡାଲି) ଏବଂ ଚୂନା (ବେସନ) ରୂପେ ବ୍ଯବହାର କରାଯାଇପାରେ। ତାଜା ସବୁଜ ପତ୍ରକୁ ପରିବା ହିସାବରେ ବ୍ୟବହାର କରାଯାଇଥାଏ ଏବଂ ଏହାର ନଡା ଉତ୍କୃଷ୍ଟ ଗୋ ଖାଦ୍ଯ ଅଟେ।

ମହତ୍ୱପୂର୍ଣ୍ଣ ତଥ୍ୟ