ହରଡ଼ & ମସୁର

Cajanus cajan

ଜଳସେଚନ
କମ

ଚାଷ
ବିହନ ବୁଣିବା

ଅମଳ କରିବା
115 - 155 ଦିନ

ପରିଶ୍ରମ
କମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5 - 8.5

ତାପମାନ
22°C - 30°C

ଉର୍ବରୀକରଣ
କମ

ହରଡ଼ & ମସୁର

ଉପକ୍ରମ

ହଜାର ହଜାର ବର୍ଷ ଧରି ହରଡ ଚାଷ କରାଯାଉଛି ଏବଂ ଏହା ପ୍ରୋଟିନ ର ଏକ ବଡ ସ୍ତୋତ୍ର ଭାବେ କାମ କରି ଆସୁଛି। ଏହା ଧାନ୍ଯ ଶସ୍ୟ କିମ୍ବା ଅନ୍ୟ ଶିମ୍ବ ଜାତୀୟ ଫସଲ ସହିତ ବହୁତ ସମୟରେ ଅନ୍ତଃ ଫସଲ ଭାବେ ଚାଷ କର ଯାଇଥାଏ। ସାଧାରଣତଃ ଅନୁର୍ବର ଜମିରେ ଏହା ଚାଷ କର ଯାଇଥାଏ କାରଣ ସାର, ଜଳସେଚନ ଏବଂ କୀଟନାଶକର ଅବଶ୍ୟକତ ଏହି ଫସଲ ପାଇଁ କମ ଅଟେ। ଏହା ସହିତ ମରୁଡି ସହନଶୀଳତା ଏହି ଫସଲକୁ ଅନ୍ୟ ଫସଲ ଯେମିତିକି ମକା ଯାହା ବାରମ୍ବାର ବିଫଳ ହୋଇଥାଏ ର ଏକ ଭଲ ବିକଳ୍ପ ଭାବେ କାମ ଦେଇଥାଏ।

ଯତ୍ନ

ଯତ୍ନ

ହରଡ ବିହନ ବୁଣି ଚାଷ କରାଯାଏ। ଏହା ବହୁତ ସମୟରେ ଜୋୱାର, ଚିନାବାଦାମ, ରାଶି, କପା, କ୍ଷୁଦ୍ର ଶସ୍ଯ କିମ୍ବା ମକା ସହିତ ଅନ୍ତଃ ଫସଲ ହିସାବରେ ଲଗା ଯାଇଥାଏ। ଯାବକ୍ଷାରଜନ ସାର ହରଡ ଫସଲରେ ବହୁତ କମ ପ୍ରଭାବ ପକାଇଥାଏ। ଅତି ଶୀଘ୍ର 100 ଦିନ ରେ କିମ୍ବା ଅତିଶୟ ବିଳମ୍ବ ହେଲେ 430 ଦିନରେ ହରଡ ଫସଲରେ ଫୁଲ ଧରିବା ଆରମ୍ଭ ହୋଇଥାଏ ଯାହା ଜାଗା ଓ ବୁଣିବା ଦିନ ଉପରେ ନିର୍ଭର କରେ। ସାଧାରଣତଃ ହରଡ ପାଇଁ ଅଧିକ ସାର ଆବଶ୍ୟକ ହୋଇ ନଥାଏ କିନ୍ତୁ ଏହା ସଲଫର ପ୍ରତି ପ୍ରତିକ୍ରିୟା ପ୍ରକାଶ କରିଥାଏ ଯେଉ ମାଟିରେ ଏହି ଉପାଦାନର ଅଭାବ ଥାଏ।

ମାଟି

ବ୍ୟାପକ ପ୍ରକାରର ମାଟି ର ପରିସ୍ଥିତି ଓ ପ୍ରକାର ପାଇଁ ହରଡ ଫସଲ ଉପଯୋଜନିତ। କିନ୍ତୁ, ହରଡ ଫସଲ ପାଇଁ ଉତ୍ତମ ଜଳ ନିଷ୍କାସିତ, ମଧ୍ୟମ-ଭାରୀ, ଦୋରସା ମାଟି ଭଲ ଏବଂ ଜଳ ମଗ୍ନ ଜମି କୁ ସହ୍ୟ କରି ପରେ ନାହିଁ।

ଜଳବାୟୁ

ହରଡ ଏକ ମରୁଡି ପ୍ରତିରୋଧି ଫସଲ ଏବଂ ଏହା ବାର୍ଷିକ 650 ମିମି ରୁ କମ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ମଧ୍ୟ ହୋଇପାରେ। ଏହା 18- 29 °C ତାପମାନ ରେ ସବୁଠୁ ଭଲ ବଢିଥାଏ। ଏହା ଜଳ ପ୍ଲାବନ ଏବଂ କୁହୁଡି ପ୍ରତି ସମ୍ବେଦନଶୀଳ ଅଟେ। ମାଟିର ତାପମାନ ହରଡର ଅଙ୍କୁରଣ କ୍ଷମତା ଉପରେ ପ୍ରଭାବ ପକାଇପାରେ। ଜମିରେ ସିଧା ବୁଣିଲେ ହରଡ 60°F ତାପମାନରେ ଦୁଇ ସପ୍ତାହ ମଧ୍ୟରେ ଗାଯ ହୋଇଥାଏ।

ସମ୍ଭାବ୍ୟ ରୋଗ

ହରଡ଼ & ମସୁର

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ହରଡ଼ & ମସୁର

Cajanus cajan

ହରଡ଼ & ମସୁର

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ହଜାର ହଜାର ବର୍ଷ ଧରି ହରଡ ଚାଷ କରାଯାଉଛି ଏବଂ ଏହା ପ୍ରୋଟିନ ର ଏକ ବଡ ସ୍ତୋତ୍ର ଭାବେ କାମ କରି ଆସୁଛି। ଏହା ଧାନ୍ଯ ଶସ୍ୟ କିମ୍ବା ଅନ୍ୟ ଶିମ୍ବ ଜାତୀୟ ଫସଲ ସହିତ ବହୁତ ସମୟରେ ଅନ୍ତଃ ଫସଲ ଭାବେ ଚାଷ କର ଯାଇଥାଏ। ସାଧାରଣତଃ ଅନୁର୍ବର ଜମିରେ ଏହା ଚାଷ କର ଯାଇଥାଏ କାରଣ ସାର, ଜଳସେଚନ ଏବଂ କୀଟନାଶକର ଅବଶ୍ୟକତ ଏହି ଫସଲ ପାଇଁ କମ ଅଟେ। ଏହା ସହିତ ମରୁଡି ସହନଶୀଳତା ଏହି ଫସଲକୁ ଅନ୍ୟ ଫସଲ ଯେମିତିକି ମକା ଯାହା ବାରମ୍ବାର ବିଫଳ ହୋଇଥାଏ ର ଏକ ଭଲ ବିକଳ୍ପ ଭାବେ କାମ ଦେଇଥାଏ।

ମହତ୍ୱପୂର୍ଣ୍ଣ ତଥ୍ୟ