ଅନ୍ୟ

ଉଜ୍ଜଳ ବଳୟ ପୋଡା ରୋଗ

Pseudomonas savastanoi pv. phaseolicola

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ହଳଦିଆ ସବୁଜ ଉଜ୍ଜଳ ବଳୟ ସହିତ ପତ୍ରରେ ପାଣିଭିଜା ଚିହ୍ନ ଥାଏ । କେନ୍ଦ୍ରତାମ୍ର ରଙ୍ଗ ହୋଇଯାଏ । ଛୁଇଁରେ ପାଣିଭିଜା , ଗାଢ ସବୁଜ ଚିହ୍ନ କିମ୍ବା ଦାଗ ଥାଏ । ତେଲିଆ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ଛୋଟ , ଅନିୟମିତ ପାଣିଭିଜା ଚିହ୍ନ ପ୍ରଥମେ ପତ୍ରରେ ତଳ ପଟେ ଦେଖାଯାଏ ।ରୋଗ ବଢିବ ସହିତ ଏହି ଚିହ୍ନ ବେଶୀ ବଢେ ନାହି , କିନ୍ତୁ ସେମାନେ ପତ୍ରର ଉପର ପଟେ ବିକଶିତ ହୁଅନ୍ତି । ଏହି ଚିହ୍ନକୁ ଏକ ଓସାରିଆ ପାଣ୍ଡୁର ,ହଳଦିଆ ଉଜ୍ଜଳ ବଳୟ ଘେରିରହିଥାଏ । ଗରମ , ଶୁଖିଲା ପରିସ୍ଥିତିରେ , ଚିହ୍ନର କେନ୍ଦ୍ରରେ ଥିବା ଟିସୂ ତାମ୍ର ରଙ୍ଗ ହୋଇ ବିଗଳିତ ହୋଇଯାଏ ଏବଂ ଉଜ୍ଜଳ ବଳୟ ଭଲଭାବେ ଦେଖାଯାଏ ନାହି । ସହଳ ଅବସ୍ଥାରେ ସଂକ୍ରମିତ ହୋଇଥିବା ଗଛର ପତ୍ର ବଙ୍କା ଓ ପାଣ୍ଡୁର ହୁଏ କିନ୍ତୁ ଲକ୍ଷଣ ଦେଖାଏ । ଛୁଇଁରେ ପାଣି ଭିଜା ଚିହ୍ନ , ଗାଢ ସବୁଜ ଚିହ୍ନ ଏକ ଗାର ଭଳି ଥାଏ ଯାହା ଆର୍ଦ୍ର , ବର୍ଷା ପାଗ ପରେ ବାଦାମୀ ରଙ୍ଗରେ ପରିଣତ ହୁଏ ।ବୃଦ୍ଧିର କେତେ ଦିନ ପରେ , ପତ୍ର ଓ ଛୁଇଁ ଉପରେଥିବା ଚିହ୍ନରେ ବୀଜାଣୁ ଏକ ତେଲିଆ ପଦାର୍ଥ ଛାଡେ।

Recommendations

ଜୈବିକ ନିୟନ୍ତ୍ରଣ

ପାଉଂସିଆ ରୋଗ ( ତଳ ପଟ ) ଦମନ କରିବା ପାଇଁ ବ୍ୟଯବସାୟିକ ଜୈବିକ ଉପଚାର ଅଛି ।ସାମାନ୍ଯ କ୍ଷେତ୍ରରେ, କିଛି ନ କରିବା ଭଲ ଅଟେ ଏବଂ ପାଗ ଉନ୍ନତି କରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ । କେତେକ କ୍ଷେତ୍ରରେ , ସଂକ୍ରମଣ ପୂର୍ବ ଜୈବିକ କବକ ନାଶୀ ଗଛକୁ ସଂକ୍ରମଣରୁ ରକ୍ଷା କରିପାରେ । ଏହା କପର ବା ତମ୍ବା ଥିବା କବକ ନାଶୀ ଯଥା ବୋର୍ଡକ୍ସ ମିଶ୍ରଣ ହୋଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ସୁରକ୍ଷାତ୍ମକ କବକନାଶୀ ଗଛର ସଂକ୍ରମଣ ବନ୍ଦ କରିବାରେ ସାହାଯ୍ୟ କରି ପାରେ ,କିନ୍ତୁ ଏହା ପତ୍ରର ତଳପଟେ ସିଞ୍ଚନ କରିବା ଉଚିତ । ଡିଥିୟକାର୍ବାମେଟ ପରିବାରର କବକନାଶୀ ବ୍ୟବହାର କରାଯାଇପାରେ । ପ୍ରାଥମିକ ଲକ୍ଷଣ ମିଳିବା ପରେ ଶୀଘ୍ର ସଂକ୍ରମଣ ପରବର୍ତ୍ତୀ କବକନାଶୀ ପ୍ରୟୋଗ କରିବା ଉଚିତ । ସାଧାରଣ ଭାବରେ ବ୍ୟବହାର କରାଯାଉଥିବା ସଂକ୍ରମଣ ପରବର୍ତ୍ତୀ କବକନାଶୀ ମଧ୍ୟରେ ଫୋସେଟାଇଲ - ଆଲୁମିନିୟମ , ଅଜୋକ୍ସିସ୍ତ୍ରୋବିନ ଓ ଫିନାଇଲ ଅମାଇଡେଶ ପ୍ରଧାନ ଅଟେ ।

ଏହାର କାରଣ କଣ

ପେରୋନୋସ୍ପୋରାଲେସ ଗୋଷ୍ଠୀର କବକ ଦ୍ଵାରା ଏହି ଲକ୍ଷଣ ହୁଏ ଏବଂ ବାରମ୍ବାର ବର୍ଷା ଓ ଉଷୁମ ତାପମାତ୍ରା (15 - 23 ଡିଗ୍ରୀ C ) ସହିତ ଛାଇ ଜାଗାରେ ଏହା ଅଧିକ କ୍ଷତି କରିଥାଏ । ଏହି କବକ ଏହାର ପୋଷକ ସହିତ ଖୁବ ଭଲ ଭାବରେ ଅନୁକୂଳିତ ଥାଏ , ଅର୍ଥାତ , ପ୍ରତ୍ୟେକ ମୁଖ୍ୟ ଫସଲ ତାହାର ନିଜର କବକ ଜାତି ଥାଏ । ଫସଲ ପରବର୍ତ୍ତୀ ସମୟରେ ଏହା ସଂକ୍ରମିତ ଗଛ ଅବଶେଷ , ମାଟିରେ କିମ୍ବା ବିକଳ୍ପ ପୋଷକ ( ଫସଲ ଓ ଘାସ )ରେ ରହେ । ଅନୁକୂଳ ପରିସ୍ଥିତିରେ ଏହି ରେଣୁ ବର୍ଷା ଓ ପବନ ଦ୍ଵାରା ବିସ୍ତାର ହୁଏ । ରେଣୁ ଅଙ୍କୁରିତ ହୁଏ ଏବଂ ଏକ ଅଂଶ ସୃଷ୍ଟି କରେ ଯାହା ପତ୍ରର ପ୍ରାକୃତିକ କଣା ଦେଇ ପତ୍ରର ତଳ ପଟେ ଭିତରେ ପଶେ । ସେଠାରେ , ଏହା ଟିସୂ ( ଯାହା ଅନ୍ତଃ ଟିସୁରୁ ବଢିଥାଏ ) ଜରିଆରେ ବିସ୍ତାର ଲାଭ କରେ ଏବଂ ନିର୍ଦ୍ଧିଷ୍ଟ ଲକ୍ଷଣର ଧଳା ଆବରଣ ସୃଷ୍ଟି କରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ରୋଗମୁକ୍ତ ଜୀବାଣୁ ଆଣନ୍ତୁ । ସହନୀୟ କିସମ ଲଗାନ୍ତୁ ।ଗଛର ସାଧାରଣ ଶକ୍ତି ବଢାଇବା ପାଇଁ ସୁରକ୍ଷାତ୍ମକ ପଦାର୍ଥ ବ୍ୟବହାର କରନ୍ତୁ ।ଚାଷ ସମୟରେ ଗଛକୁ ଯାନ୍ତ୍ରିକ ଆଘାତ ଦିଅନ୍ତୁ ନାହି । ନାଳି ବା ବୁନ୍ଦା ପଦ୍ଧତି ଜଳସେଚନ ଦିଅନ୍ତୁ । ପତ୍ର ଓଦା ଥିବା ସମୟରେ ଜମିରେ କାମ କରନ୍ତୁ ନାହି । ଘାସ ଓ ସାହାଯ୍ୟକାରୀ ବିନ ଗଛ କାଢିଦିଅନ୍ତୁ ।ଅମଳ ପରେ ଗଭୀର ଚାଷ କରି ଗଛ ଅବଶେଷକୁ ବିଘଟନ ପାଇଁ ପୋତନ୍ତୁ । ଅତି କମରେ 2 ବର୍ଷ ପାଇଁ ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରନ୍ତୁ । ଆଚ୍ଛାଦନ ପାଇଁ ସଂକ୍ରମିତ ବିନ ଅବଶେଷ ବ୍ୟବହାର କରନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ