ଡାଳିମ୍ବ

Punica granatum

ଜଳସେଚନ
କମ

ଚାଷ
ରୁଆ ଯାଇଥିବା

ଅମଳ କରିବା
1 - 365 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
6.5 - 7.5

ତାପମାନ
0°C - 0°C

ଉର୍ବରୀକରଣ
ମଧ୍ୟମ

ଡାଳିମ୍ବ

ଉପକ୍ରମ

ଡାଳିମ୍ବ ( ପ୍ୟୁନିକା ଗ୍ରାନାଟମ) ଏକ ବ୍ଯବସାୟିକ ରୂପେ ଗୁରୁତ୍ୱପୂର୍ଣ୍ଣ ଫଳ ଯାହା ତାଜା ଫଳ ଭାବେ ଖିଅଜାଏ କିମ୍ବା ପ୍ରକ୍ରିୟାକରଣ କରି ଏଥିରୁ ରସ ଏବଂ ଜାମ ପ୍ରସ୍ତୁତ କରାଯାଇପାରେ। ଡାଳିମ୍ବ ଗଛ ରେ ଉତ୍ପାଦନ ଆରମ୍ଭ ହେବା ପାଇଁ 3 ବର୍ଷ ଲାଗିଥାଏ କିନ୍ତୁ, ତାପରେ ଏହା 30 ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପାଦନ କରିପାରେ।

ଯତ୍ନ

ଯତ୍ନ

ଗଛ ଲଗାଇବା ପୂର୍ବରୁ ଭଲ ଭାବେ ହଳ କରିବା ଏବଂ ଆବର୍ଜନା ବାହାର କରି ମାଟିକୁ ଭଲ ଭାବେ ଗୁଣ୍ଡ କରିବା ପାଇଁ ସୁପାରିଶ କରାଯାଇଥାଏ ଯାହା ଫଳରେ ମାଟିରେ ଉପଯୁକ୍ତ ବାୟୁ ପ୍ରବାହ ହୋଇପାରିବ। ବାୟୁ-କଲମି ହେଉଛି ବଂଶ ବିସ୍ତାରର ମୁଖ୍ୟ ଉପାୟ। ଡାଳିମ୍ବ ର ଟ୍ରେନିଙ୍ଗ ପାଇଁ ବହୁ-କାଣ୍ଡ ଟ୍ରେନିଙ୍ଗ ପଦ୍ଧତି ସୁପାରିଶ କରାଯାଇଥାଏ ଯାହା ରୋଗ ବିସ୍ତାର ରୁ ବଞ୍ଚେଇ ପାରେ। ଡାଳିମ୍ବ ଫସଲ ପାଇଁ ଡ୍ରିପ ଜଳସେଚନ ସବୁଠାରୁ ଭଲ ଜଳସେଚନ ପଦ୍ଧତି ଯାହା ବାର୍ଷିକ 20ସେମି ଜଳ ଯୋଗାଇ ଦେଇଥାଏ। ଫଳ ଧରିବା ଅବସ୍ଥା ଆରମ୍ଭର 120-130 ଦିନ ପରେ ଫଳ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଡାଳିମ୍ବ ତୋଟା ରେ ଡାଲିଜାତୀଯ ଫସଲ ଏବଂ ପନିପରିବା ଚାଷ ଅନ୍ତଃ ଫସଲ ଭାବେ ନିଆ ଯାଇପାରେ।

ମାଟି

ବ୍ୟାପକ ରେଞ୍ଜ ର ମାଟି ପ୍ରତି ଡାଳିମ୍ବ ସହନଶୀଳ ଅଟେ, କିନ୍ତୁ ଭାରି ଦୋରସା ମାଟି ଯାହା ଗଭୀର ଏବଂ ଭଲ ଭାବେ ଜଳ ନିଷ୍କାସିତ ହୋଇଥାଏ ରେ ଡାଳିମ୍ବ ଭଲ ହୋଇଥାଏ। ଅତି ଅଧିକ ମାଟିର ଆର୍ଦ୍ରତା ଯୋଗୁଁ ଉତ୍ପାଦନ କମ ହୋଇପାରେ ଏବଂ ଫଳ କ୍ଵାଲିଟିରେ ହ୍ରାସ ହୋଇପାରେ।

ଜଳବାୟୁ

ଡାଳିମ୍ବ ଉଭୟ ନାତିଶୀତୋଷ୍ଣ, ଅର୍ଦ୍ଧଶୁଷ୍କ ଏବଂ ଉପ-ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ରେ ଚାଷ କରାଯାଇପାରେ। ସାଧାରଣତଃ ଉପଯୁକ୍ତ ବୃଦ୍ଧି ପାଇଁ ଏହା ଖରା, ଗରମ, ଶୁଖିଲା ଜଳବାୟୁ ଅବଶ୍ୟକ କରିଥାଏ ବିଶେଷ କରି ଫଳ ଧରିବା ସମୟରେ। ଶୀତ ଦିନରେ ଏହା ଥଣ୍ଡା ଏବଂ ଶୁଖିଲା ପାଗ ଆବଶ୍ୟକ କରିଥାଏ।

ସମ୍ଭାବ୍ୟ ରୋଗ

ଡାଳିମ୍ବ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ଡାଳିମ୍ବ

Punica granatum

ଡାଳିମ୍ବ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ଡାଳିମ୍ବ ( ପ୍ୟୁନିକା ଗ୍ରାନାଟମ) ଏକ ବ୍ଯବସାୟିକ ରୂପେ ଗୁରୁତ୍ୱପୂର୍ଣ୍ଣ ଫଳ ଯାହା ତାଜା ଫଳ ଭାବେ ଖିଅଜାଏ କିମ୍ବା ପ୍ରକ୍ରିୟାକରଣ କରି ଏଥିରୁ ରସ ଏବଂ ଜାମ ପ୍ରସ୍ତୁତ କରାଯାଇପାରେ। ଡାଳିମ୍ବ ଗଛ ରେ ଉତ୍ପାଦନ ଆରମ୍ଭ ହେବା ପାଇଁ 3 ବର୍ଷ ଲାଗିଥାଏ କିନ୍ତୁ, ତାପରେ ଏହା 30 ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପାଦନ କରିପାରେ।

ମହତ୍ୱପୂର୍ଣ୍ଣ ତଥ୍ୟ