ଟମାଟ

ପିଙ୍ଗଳ ରଙ୍ଗ ଟମାଟୋ

Fruit Deformation

ଅନ୍ୟ

5 mins to read

ସଂକ୍ଷେପରେ

  • ଫଳ ଉପରେ ସକେନ୍ଦ୍ରୀ ଫାଟ ଦେଖାଯାଏ ଏବଂ ତ୍ଵଚା ଆବରଣ ଧୂସର ରଙ୍ଗ ହୁଏ । ଏହି ଅବ୍ୟବସ୍ଥା ସାଧାରଣତଃ ଜଳ କିମ୍ବା ଆର୍ଦ୍ରତା ସମ୍ବନ୍ଧିତ ସମସ୍ୟା ଅଟେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଟମାଟ

ଲକ୍ଷଣ

ଟମାଟୋ ଚୋପରେ ସୂକ୍ଷ୍ମ ବାଳ ଭଳି ଫାଟ ଦେଖାଯାଏ ଓ ବେଳେବେଳେ ଏହା ସକେନ୍ଦ୍ରୀ ହୁଏ । ତ୍ଵଚା ଆବରଣ ଧୂସର ରଙ୍ଗ ହୁଏ ଫାଟ ଅଳ୍ପ ମିମି ଲମ୍ବା ହୁଏ ଓ ପରିପ୍କ୍ବତର ଆରମ୍ଭରେ ଏହା ଦେଖାଦିଏ । ଅତ୍ୟଧିକ କୀଟନାଶକର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ଫଳ ଏହି ପ୍ରକାର କ୍ଷତ ଚିହ୍ନ ପ୍ରବଣ ହୋଇଥାନ୍ତି । ଏହି କୀଟନାଶକ ନିମ୍ନ ଚୋପା ସ୍ଥିତିସ୍ଥାପକତା ଜଳାଏ ଓ ଫାଟ ଅନୁକୂଳ କରେ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ଶାରୀରିକ ଅବ୍ୟବସ୍ଥା ପାଇଁ କୌଣସି ଜୈବିକ ଉପଚାର ନାହି । ଏହା କେବଳ ନିରାକରଣ ପ୍ରଣାଳୀ ଦ୍ଵାରା ଉପଚାରିତ ହୋଇପାରିବ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଊପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହା କେବଳ ନିରାକରଣ ପ୍ରଣାଳୀ ଦ୍ଵାରା ଉପଚାରିତ ହୋଇପାରିବ ।ଏହି କ୍ଷତି ଅପରିବର୍ତ୍ତନଶୀଳ ଅଟେ । ଯାହାହେଲେବି , ଏହି ଅବ୍ୟବସ୍ଥାର ଲକ୍ଷଣ ଦୂରେଇବା ପାଇଁ କୀଟନାଶକର ଅତ୍ୟଧିକ ଓ ମିଶ୍ରଣର ବ୍ୟବହାର କରନ୍ତୁ ନାହି ।

ଏହାର କାରଣ କଣ

ଏହି ଶାରୀରିକ ଅବ୍ୟବସ୍ଥା ବୃଦ୍ଧି ଫାଟ ସହ ଦ୍ଵନ୍ଦ ହୁଏ , ଯଦିଓ ପିଙ୍ଗଳ ଟମାଟୋର ଚିହ୍ନ ଛୋଟ ଏବଂ ବାହ୍ୟ ଅଟେ । ଏହା ବେଳେବେଳେ ଅତି ଆର୍ଦ୍ର ସବୁଜ ଗୃହ ପରିବେଶ , ମାଟିର ଆର୍ଦ୍ରତା ଓ ଡିନ / ରାତିର ତାପମାତ୍ରା ହ୍ରାସ ବୃଦ୍ଧି ସହିତ ସମ୍ପୃକ୍ତ ଅଟେ । ଜଳର ଅନୁପଯୁକ୍ତ ସ୍ତର ( ମରୁଡି , ଜଳ ଯୋଗାଣ / ବର୍ଷା ର ଦୋଳାୟମାନ , ବନ୍ୟା ଆଦି ) , ପୋଷକର ଅତ୍ୟଧିକ / ଅଭାବ , ଆଲୋକର ତୀବ୍ରତା ମଧ୍ୟ ଏହାର କାରଣ ହୋଇପାରେ । ଶେଷରେ , ଭୁଲ ଓ ଅଧିକ କୀଟନାଶକ ବ୍ୟବହାର ପରିସ୍ଥିତି ଖରାପ କରେ । ଫଳଗୁଡିକ ସ୍ଵତନ୍ତ୍ରଭାବରେ ସଂବେଦନଶୀଳ ହୋଇଥାନ୍ତି , କାରଣ ସେମାନେ ବଢୁଥିବା ଅଗ୍ରରେ ଥାନ୍ତି ଓ ନୂଆ ଡାଳ ସହ ପାଣି ଓ ପୋଷକ ପାଇଁ ପ୍ରତିଦ୍ୱନ୍ଦିତା କରୁଥାନ୍ତି ।


ସୁରକ୍ଷାତ୍ମକ ଉପାୟ

  • କୀଟନାଶକ ଉପଚାର ବେଳେ ସତର୍କ ରୁହନ୍ତୁ ଏବଂ ଅତ୍ୟଧି ଓ ବିଭିନ୍ନ କୀଟନାଶକର ମିଶ୍ରଣ କରନ୍ତୁ ନାହି । ସୁନିଶ୍ଚିତ କରନ୍ତୁ ଯେ ଫଳକୁ ରକ୍ଷା କରିବାକୁ ଗଛର ଯଥେଷ୍ଟ ପତ୍ର ଆବରଣ ଅଛି । ମାଟି ଥଣ୍ଡା ରଖିବା ପାଇଁ ଏବଂ ବାଷ୍ପିକରଣ କମାଇବା ପାଇଁ , ଗରମ ଦିନରେ ଯଥେଷ୍ଟ ଛାଦିକରଣ କରନ୍ତୁ । ମାଟିର ଉତ୍ତମ ଜଳ ନିଷ୍କାସନ ପାଇଁ ଜମି ଉଚ୍ଚ କରନ୍ତୁ । ମଧ୍ୟ ସକାଳରେ ପାଣି ଦିଅନ୍ତୁ , ଦିନର ଗରମ ସମୟରେ ନୁହେ । ପୁରା ଗଛକୁ ଥଣ୍ଡା ରଖିବା ପାଇଁ ଛାୟା କାରଣ ପଦାର୍ଥ ବ୍ୟବହାର କରନ୍ତୁ । ଫଳ ଠିକ ରଙ୍ଗ ଧରିଲାବେଳେ ସହଳ ଟମାଟୋ ତୋଳନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ