ସିମଳା ଏବଂ ଲଙ୍କା

Capsicum

ଜଳସେଚନ
ମଧ୍ୟମ

ଚାଷ
ରୁଆ ଯାଇଥିବା

ଅମଳ କରିବା
90 - 150 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.5 - 7

ତାପମାନ
21°C - 29°C

ଉର୍ବରୀକରଣ
ମଧ୍ୟମ

ସିମଳା ଏବଂ ଲଙ୍କା

ଉପକ୍ରମ

ସିମଳା ଲଙ୍କା ବା ପେପ୍ପର ହେଉଛି ନାଇଟଶେଡ ପରିବାରର ଏକ ଫୁଲ ଧରୁଥିବା ଗଛ। ଏହାର ଉତ୍ପତ୍ତି ଆମେରିକାରେ ହୋଇ (ମେକ୍ସିକୋ ରେ ଖ୍ରୀଷ୍ଟ ପୂର୍ବ 3000 ରେ ଚାଷ ହୋଇଥିବାର ଅବଶେଷ ମିଳିଅଛି) ବିଶ୍ଵର ଅନ୍ୟ ଅଞ୍ଚଳରେ ଷୋଡଶ ଶତାବ୍ଦୀ ରେ ପ୍ରସାରିତ ହୋଇଛି। ସବୁ ସିମଳା ଲଙ୍କାର 50% ଚୀନ ରେ ଚାଷ କର ଯାଉଛି ତାପରେ ମେକ୍ସିକୋ, ତୁର୍କୀ, ଇଣ୍ଡୋନେସିଆ ଏବଂ ସ୍ପେନ।

ଉପଦେଷ୍ଟା

ଯତ୍ନ

ଯତ୍ନ

ଜଳ ନିଷ୍କାସନ ବହତ ଗୁରୁତ୍ୱପୂର୍ଣ୍ଣ ଏବଂ ମାଟିର ପ୍ରକାର ଉପରେ ନିର୍ଭର କରି ଉଠାଣିଆ ଜମି ପ୍ରସ୍ତୁତି କରିବାକୁ ପଡିପାରେ। ଗଭୀର ଚାଷ କରି ଶରତ ଋତୁ ରେ ଜମି ପ୍ରସ୍ତୁତ କରା ଯାଇପାରେ। ସାଧାରଣତଃ ସିମଳା ଲଙ୍କା ଚାରାଗୁଡିକୁ କୁହୁଡି ର ଆଶଙ୍କା ଟଳି ଗଲା ପରେ ଲଗାଯାଇଥାଏ। ଭଲ ଭାବେ ବଢିଥିବା ଏବଂ ରୋଗ ମୁକ୍ତ ଚାରା ପାଇବା ପାଇଁ ପ୍ରତିଷ୍ଠିତ ନର୍ସରୀରୁ ଚାରା ସଂଗ୍ରହ କରିବା ଆବଶ୍ୟକ। ପବନ ଯୋଗୁଁ କ୍ଷୟକ୍ଷତି ର ଆଶଙ୍କା ଥିବା ଧଦିଗୁଡ଼ିକର ପାଖରେ ବାୟୁ ରୋଧକ ଗଛ ଯେମିତିକି ରାଇକର୍ନ କିମ୍ବା ସ୍ଵୀଟକର୍ନ ଲଗାନ୍ତୁ। ଗଛ ଲଗାଇବାର ଅତି କମ ରେ ଚାରି ସପ୍ତାହ ପୂର୍ବରୁ ପକ୍ଷୀ ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରିବା ପାଇଁ ଅନୁମୋଦନ ଦିଅ ଯାଇଥାଏ।

ମାଟି

ଅନେକ ପ୍ରକାରର ମାଟି ରେ ସିମଳା ଲଙ୍କା ଚାଷ କରାଜୟପରେ କିନ୍ତୁ, ଗଭୀର, ଦୋରସା ଏବଂ ଉତ୍ତମ ଜଳ ନିଷ୍କାସିତ ଜମି ରେ ବହୁତ ଭଲ ହୋଇଥାଏ। ମାଟିର pH ରେଞ୍ଜ 5.5 - 7.0 ରହିବା ଆବଶ୍ୟକ। ଏହି ଗଛ ଏକ 1 ମିଟରରୁ ଅଧିକ ଗଭୀର ମଜବୁତ ମୁଖ୍ୟ ମୂଳ ବିକାଶ କରିପାରେ। ସମାନ ଭାବେ ଗଡାଣିଆ ଜମି ବାଞ୍ଛନୀୟ ଅଟେ ଯେହେତୁ ଏହା ଜଳ ନିଷ୍କାସନ ରେ ସାହାଯ୍ୟ କରିଥାଏ, କିନ୍ତୁ ଜରୁରୀ ନୁହେଁ। ଜମିରେ ଖାଲୁଆ ଜାଗା ଥିଲେ ଜଳ ପ୍ଳାବିତ ହେବାର ଆଶଙ୍କା ଥାଏ।

ଜଳବାୟୁ

ସିମଳା ଲଙ୍କା ଲଗାଇବା ପାଇଁ ଉପଯୁକ୍ତ ପରିସ୍ଥିତି ମଧ୍ୟରେ ଖରାଟିଆ ପାଗ ଥିବା ଜମି, ଉଷୁମ ଦୋରସା ମାଟି, ଆଦର୍ଶ ରୂପେ 21 ରୁ 29 °C ତାପମାନ ଯାହା ଜଳମଗ୍ନ ନ ହୋଇ ଓଦା ରହୁଥିବ। ଅତ୍ୟନ୍ତ ଆର୍ଦ୍ର ମାଟି ଯୋଗୁଁ ''ଚାରା ସଢା'' ଦେଖାଯାଏ ଏବଂ ଅଙ୍କୁରଣ ହାର କମି ଯାଇଥାଏ। ଯଦିଓ ଏହି ଫସଲ 12 °C ତାପମାନ ପର୍ଯ୍ୟନ୍ତ ଥଣ୍ଡା କୁ ସହିପାରେ, କିନ୍ତୁ ପସନ୍ଦ ଯୋଗ୍ୟ ନୁହଁ ଏବଂ ଏହା କୁହୁଡି ପ୍ରତି ସମ୍ବେଦନଶୀଳ ଅଟେ। ଦିନର ଦୈର୍ଘ୍ୟ ଉପରେ ସିମଳା ଲଙ୍କାର ଫୁଲ ଧରିବା ପ୍ରକ୍ରିୟା ବହୁତ ଅଧିକ ନିର୍ଭରଶୀଳ। ଫୁଲ ଗୁଡିକ ସ୍ଵପରାଗଣ କରିଥାନ୍ତି। କିନ୍ତୁ, ବହୁତ ଅଧିକ ତାପମାନ (33 to 38 °C) ରେ ପରାଗ ରେଣୁ ଏହାର କ୍ଷମତା ହରାଇଥାଏ ଏବଂ ଫୁଲ ରେ ସଫଳତମ ପରାଗଣ ର ସମ୍ଭାବନା ବହୁତ କମ ହୋଇଥାଏ।

ସମ୍ଭାବ୍ୟ ରୋଗ

ସିମଳା ଏବଂ ଲଙ୍କା

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ସିମଳା ଏବଂ ଲଙ୍କା

Capsicum

ସିମଳା ଏବଂ ଲଙ୍କା

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ସିମଳା ଲଙ୍କା ବା ପେପ୍ପର ହେଉଛି ନାଇଟଶେଡ ପରିବାରର ଏକ ଫୁଲ ଧରୁଥିବା ଗଛ। ଏହାର ଉତ୍ପତ୍ତି ଆମେରିକାରେ ହୋଇ (ମେକ୍ସିକୋ ରେ ଖ୍ରୀଷ୍ଟ ପୂର୍ବ 3000 ରେ ଚାଷ ହୋଇଥିବାର ଅବଶେଷ ମିଳିଅଛି) ବିଶ୍ଵର ଅନ୍ୟ ଅଞ୍ଚଳରେ ଷୋଡଶ ଶତାବ୍ଦୀ ରେ ପ୍ରସାରିତ ହୋଇଛି। ସବୁ ସିମଳା ଲଙ୍କାର 50% ଚୀନ ରେ ଚାଷ କର ଯାଉଛି ତାପରେ ମେକ୍ସିକୋ, ତୁର୍କୀ, ଇଣ୍ଡୋନେସିଆ ଏବଂ ସ୍ପେନ।

ମହତ୍ୱପୂର୍ଣ୍ଣ ତଥ୍ୟ