ପିଆଜ

Allium cepa

ଜଳସେଚନ
ମଧ୍ୟମ

ଚାଷ
ରୁଆ ଯାଇଥିବା

ଅମଳ କରିବା
80 - 150 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
6 - 7.5

ତାପମାନ
20°C - 25°C

ଉର୍ବରୀକରଣ
ମଧ୍ୟମ

ପିଆଜ

ଉପକ୍ରମ

ପିଆଜ ଏକ ଶୀତ ଦିନିଆ ଦ୍ଵିବାର୍ଷିକୀ ଗଛ କିନ୍ତୁ ସାଧାରଣତଃ ଏହା ବାର୍ଷିକୀ ଫସଲ ହିସାବରେ ଚାଷ କରାଯାଏ। ପିଆଜ ବିଭିନ୍ନ ଆକୃତି, ଆକାର ଏବଂ ରଙ୍ଗ ର ଥାଏ। ଚାଷୀ ମାନେ ସାଧାରଣତଃ ବିହନରୁ ଗଛ ଲଗାଇଥାନ୍ତି ଓ ତଳି ରୋପଣ କରିଥାନ୍ତି। ମୁଖ୍ଯତଃ ପିଆଜ ସେଟ ବିହନ ଉତ୍ପାଦନ ପାଇଁ ବ୍ୟବହାର କରା ଯାଇଥାଏ। କିସମ ର ଅବଧି ଏବଂ ଜଳବାୟୁ କୁ ନେଇ ଚାଷୀ ମାନେ ଏକ ବର୍ଷରେ 3 ଥର ପିଆଜ ଚାଷ ପରି ପାରିବେ।

ଉପଦେଷ୍ଟା

ଯତ୍ନ

ଯତ୍ନ

ଚାଷ କରିବା ସାମୀରେ ଗଛ ଚାରିପାଖରେ ଏବଂ ଗଛ ମଝିରେ ମଲଚ ବ୍ୟବହାର କରି ଘୋଡାଇ ଦିଅନ୍ତୁ ଯାହା ବାଳୁଙ୍ଗା ଗଛଗୁଡିକୁ ପାଣି ଧରିବାକୁ ପ୍ରଶ୍ରୟ ଦେବା ନାହି। ମତିକୁ ଓଦା ରଖନ୍ତୁ ଯାହା ଫଳରେ ଛୋଟ ଚେରଗୁଡିକ ପାଣି ଟାଣି ପାରିବେ। ପିଆଜ ର ଆକାର ବଢାଇବା ପାଇଁ କିଛି ସପ୍ତାହ ଅନ୍ତରରେ ଯାବକ୍ଷାରଜନ ସାର ପ୍ରୟୋଗ କରନ୍ତୁ ଏବଂ ଯେତେବେଳେ ପିଆଜ ଗଛ ମାଟିକୁ ଧସେଇବା ଆରମ୍ଭ କରେ ଓ ପିଆଜ ର କନ୍ଦ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ ସେତେବେଳେ ସାର ପ୍ରୟୋଗ ବନ୍ଦ କରନ୍ତୁ। ଅମଳ ସମୟରେ ଚେର ଗୁଡକୁ କାଟି କାଣ୍ଡର 3 ସେମି ପର୍ଯ୍ୟନ୍ତ ରଖି କାଟି ଦିଅନ୍ତୁ। ପିଆଜ କୁ ସାଇତିବା ପୂର୍ବରୁ ଅନେକ ସପ୍ତାହ ପର୍ଯ୍ୟନ୍ତ ଶୁଖାଇବାକୁ ପଡିଥାଏ। ନାଇଲନ ବ୍ଯାଗରେ 5 to 10°C ତାପମାନ ମଧ୍ୟରେ ସାଇତି ରଖନ୍ତୁ। ପିଆଜ ସହିତ ଆପେଲ କିମ୍ବା ନାସପାତି ଷ୍ଟୋର କରନ୍ତୁ ନାହି।

ମାଟି

ଗଭୀର, ଭୁରଭୂରା ଦୋରସା ଏବଂ ପଟୁ ମାଟି ଯେଉଁଥିରେ ଉତ୍ତମ ଜଳ ନିଷ୍କାସନ ବ୍ୟବସ୍ଥା, ଜଳ ଧାରଣ କ୍ଷମତା ଏବଂ ଯଥେଷ୍ଟ ଜୈବିକ ପଦାର୍ଥ ଥାଏ ପିଆଜ ଫସଲ ପାଇଁ ସର୍ବୋତ୍ତମ ଅଟେ। ଯେ କୌଣସି ପ୍ରକାରର ମାଟି ହେଉନା କାହିଁକି ଉପଯୁକ୍ତ pH ର ପରିସର 6.0 - 7.5 ମଧ୍ୟରେ ରହିବା ଆବଶ୍ୟକ। କିନ୍ତୁ ପିଆଜ ହାଲୁକା ଖାରି ମାଟିରେ ମଧ୍ୟ ଚାଷ କର ଯାଇପାରେ। ପିଆଜ ଫସଲ ଉଠାଣିଆ ପଟି ରେ କିମ୍ବା ଧାଡି ଧାଡି ଉଠାଣିଆ ଜାଗା ଯାହା ଅତି କମ ରେ 10 ସେମି ଉଚ୍ଚ ହୋଇଥିବ, ସେଥିରେ ଭଲ ଭାବେ ବଢେ।

ଜଳବାୟୁ

ପିଆଜ ଏକ ନାତିଶୀତୋଷ୍ଣ ମଣ୍ଡଳୀୟ ଫସଲ କିନ୍ତୁ ବ୍ୟାପକ ରେଞ୍ଜ ଜଳବାୟୁ ଯଥା ନାତିଶୀତୋଷ୍ଣ, ଗ୍ରୀଷ୍ମ ମଣ୍ଡଳୀୟ ଓ ଉପ ବିଷୁବ ଉପ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ରେ ଚାଷ କରା ଯାଇପାରେ। ଚରମ ଗରମ କିମ୍ବା ଥଣ୍ଡା ଏବଂ ଅତ୍ୟଧିକ ବର୍ଷା ନ ହେଉଥିବା ମୃଦୁ ପାଣିପାଗରେ ପିଆଜ ଫସଲ ବହୁତ ଭଲ ହୋଇପରେ। କିନ୍ତୁ, ପିଆଜ ଅତ୍ୟନ୍ତ ଥଣ୍ଡା ତାପମାନ କୁ ସହ୍ୟ କରିପାରେ। ଉତ୍ତମ ବୃଦ୍ଧି ପାଇଁ ଏହା ପ୍ରାୟ 70% ଆପେକ୍ଷିକ ଆର୍ଦ୍ରତା ଆବଶ୍ୟକ କରିଥାଏ। ବାର୍ଷିକ ହାରାହାରି 650-750 ମିମି ର ବୃଷ୍ଟିପାତ ହେଉଥିବା ଜାଗାରେ ଏହା ଭଲ ଭାବେ ବଢି ଥାଏ। ପିଆଜ ଫସଲ ର ଅଙ୍ଗୀୟ ବୃଦ୍ଧି ପାଇଁ କମ ତାପମାନ ଏବଂ ସ୍ୱଳ୍ପ ସୂର୍ଯ୍ୟାଲୋକ (ଆଲୋକ ଅବଧି) ର ଆବଶ୍ୟକ ହୋଇଥାଏ ଯେତେବେଳେକି କନ୍ଦ ଧରିବା ଓ ପାକଳ ହେବା ସମୟରେ ଏହା ପାଇଁ ଅଧିକ ତାପମାନ ଏବଂ ଦୀର୍ଘ ଦୈନିକ ଆଲୋକ ଆବଶ୍ୟକ ହୋଇଥାଏ।

ସମ୍ଭାବ୍ୟ ରୋଗ

ପିଆଜ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ପିଆଜ

Allium cepa

ପିଆଜ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ପିଆଜ ଏକ ଶୀତ ଦିନିଆ ଦ୍ଵିବାର୍ଷିକୀ ଗଛ କିନ୍ତୁ ସାଧାରଣତଃ ଏହା ବାର୍ଷିକୀ ଫସଲ ହିସାବରେ ଚାଷ କରାଯାଏ। ପିଆଜ ବିଭିନ୍ନ ଆକୃତି, ଆକାର ଏବଂ ରଙ୍ଗ ର ଥାଏ। ଚାଷୀ ମାନେ ସାଧାରଣତଃ ବିହନରୁ ଗଛ ଲଗାଇଥାନ୍ତି ଓ ତଳି ରୋପଣ କରିଥାନ୍ତି। ମୁଖ୍ଯତଃ ପିଆଜ ସେଟ ବିହନ ଉତ୍ପାଦନ ପାଇଁ ବ୍ୟବହାର କରା ଯାଇଥାଏ। କିସମ ର ଅବଧି ଏବଂ ଜଳବାୟୁ କୁ ନେଇ ଚାଷୀ ମାନେ ଏକ ବର୍ଷରେ 3 ଥର ପିଆଜ ଚାଷ ପରି ପାରିବେ।

ମହତ୍ୱପୂର୍ଣ୍ଣ ତଥ୍ୟ