ମକା

ଜଳସେଚନ
ମଧ୍ୟମ

ଚାଷ
ବିହନ ବୁଣିବା

ଅମଳ କରିବା
70 - 110 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.5 - 7.5

ତାପମାନ
20°C - 30°C

ମକା

ଉପକ୍ରମ

ମକା ପୋଆସି ପରିବାରର ଏକ ଖାଦ୍ଯଶସ୍ୟ ଫସଲ। ଏହା ଦକ୍ଷିଣ ମେକ୍ସିକୋ ରେ ପ୍ରଥମେ 10,000 ବର୍ଷ ପୂର୍ବେ ଚାଷ କରଯାଇଥିଲା ଏବଂ ଏହାର ବିଭିନ୍ନ ଜଳବାୟୁ ରେ ବଢିବା କ୍ଷମତା ଯୋଗୁଁ ଗତ 500 ବର୍ଷ ମଧ୍ୟରେ ବିଶ୍ଵ ସାରା ପ୍ରସାରିତ ହୋଇସାରିଛି। ମକାକୁ ମୁଖ୍ୟ ଫସଲ ଭାବେ ଗଣା ଯାଏ ଏବଂ ଏହା ଖାଦ୍ୟ, ପଶୁଖାଦ୍ୟ ଏବଂ ଇନ୍ଧନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଯତ୍ନ

ମାଟି

ଜି ମେଜ ଉତ୍ତମ ଜଳ ନିଷ୍କାସିତ ଏବଂ ଉର୍ବର ଦୋରସା କିମ୍ବା ପଟୁ ମାଟି ରେ ସବୁଠାରୁ ଭଲ ଚାଷ ହୋଇଥାଏ। କିନ୍ତୁ, ବ୍ୟାପକ ପ୍ରକାରର ମାଟି ବାଲିଆ ରୁ ମଟାଳ ପର୍ଯ୍ୟନ୍ତ ମାଟି ରେ ମକା ଚାଷ ସମ୍ଭବ। ଏହି ଫସଲ ମାଟି ର ଅମ୍ଳତା ପ୍ରତି ସହନଶୀଳ ଏବଂ ମାଟିର ଅମ୍ଳତାରେ ଲାଇମ ପ୍ରୟୋଗ କରି ସୁଧାର କଲେ ଉତ୍ପାଦନ ବଢି ପାରେ।

ଜଳବାୟୁ

ବିଶ୍ଵ ସାରା ମକା ଚାଷ ହେବାର ଏକ କାରଣ ହେଲା ବିଭିନ୍ନ କୃଷି ଭିତ୍ତିକ ଜଳବାୟୁରେ ଏହାର ବଢିବାର କ୍ଷମତା। କିନ୍ତୁ, ମଧ୍ୟମ ତାପମାତ୍ରା ଏବଂ ବୃଷ୍ଟିପାତ ହେଉଛି ସବୁଠାରୁ ଉପଯୁକ୍ତ।

ସମ୍ଭାବ୍ୟ ରୋଗ

ମକା

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ମକା

ମକା

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ମହତ୍ୱପୂର୍ଣ୍ଣ ତଥ୍ୟ