ଉପକ୍ରମ
ବାଇଗଣ ନାଇଟଶେଡ ପରିବାରର (ସୋଲାନେସି) ଏକ ଗଛ ଏବଂ ମୁଖ୍ଯତଃ ଏହାର ଖାଦ୍ୟ ଉପଯୋଗୀ ଫଳ ପାଇଁ ଚାଷ କରାଯାଇଥାଏ। ଏହି ଫସଲ ମୂଳତଃ ଭାରତ ରେ ଚାଷ କରାଯାଉଛି ଏବଂ ବର୍ତ୍ତମାନ ସାରା ବିଶ୍ବରେ ଉଷ୍ଣ ଜଳବାୟୁ ଅଞ୍ଚଳରେ ଦେଖାଯାଉଛି।
ଜଳସେଚନ
ଉଚ୍ଚ
ଚାଷ
ରୁଆ ଯାଇଥିବା
ଅମଳ କରିବା
110 - 170 ଦିନ
ପରିଶ୍ରମ
ମଧ୍ୟମ
ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ
pH ମୂଲ୍ୟ
5.5 - 7
ତାପମାନ
20°C - 30°C

ସୋଲାନମ ମେଲୋଞ୍ଜେନା ପାଇଁ ଅତି ଉର୍ବର ରନ୍ଧ୍ରୀ ମାଟି ଯେଉଁଥିରେ ଭଲ ଭାବେ ଜଳ ନିଷ୍କାସିତ ହେଉଥାଏ କିନ୍ତୁ ଶୁଖିଲା ହୋଇ ନଥାଏ, ଆବଶ୍ୟକ। ମାଟି ଅଳ୍ପ ମାତ୍ର ଅମ୍ଳ ହେବା ଆବଶ୍ୟକ, pH ମୂଲ୍ୟ 6.5 ଉପଯୁକ୍ତ ଅଟେ। ଏହି ଗଛର ମୂଳ ମାଟିରେ 50 ସେମି ଗଭୀରକୁ ବଢିପାରେ, ସେଥିପାଇଁ ବନ୍ଧନ-ମୁକ୍ତ ମାଟି ଅନୁକୂଳ ଅଟେ।
ସୋଲାନମ ମେଲୋଞ୍ଜେନା ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ରୁ ନାତିଶୀତୋଷ୍ଣ ଜଳବାୟୁ ପର୍ଯ୍ୟନ୍ତ ଅଞ୍ଚଳରେ ଚାଷ କରାଯାଏ। ଯଦି ଥଣ୍ଡା ତାପମାତ୍ରା ଥିବା ଅଞ୍ଚଳରେ ଚାଷ କରାଯାଏ, ତାହେଲେ ଚାଷ ପ୍ରକ୍ରିୟା କୁ ଗ୍ରୀନହାଉସରେ ରୋଇବା ପାଇଁ ମାଟି ଯଥେଷ୍ଟ ଗରମ ହେଲା ପର୍ଯ୍ୟନ୍ତ କରିବା ଆବଶ୍ୟକ। ଥଣ୍ଡା ଜଳବାୟୁ ରେ ବାଇଗଣ ବାର୍ଷିକୀ ଫସଲ ହହବେ ହୁଏ କିନ୍ତୁ ଗରମ ଜଳବାୟୁ ରେ ବହୁବାର୍ଷିକୀ ଅଭିବୃଦ୍ଧି ହୋଇପାରେ। ସିଧା ସଳଖ ସୂର୍ଯ୍ୟାଲୋକ ଏହି ଫସଲର ବୃଦ୍ଧି ପାଇଁ ହିତକାରକ ହୋଇଥାଏ।