କପା

Gossypium

ଜଳସେଚନ
ମଧ୍ୟମ

ଚାଷ
ବିହନ ବୁଣିବା

ଅମଳ କରିବା
180 - 215 ଦିନ

ପରିଶ୍ରମ
କମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.8 - 8

ତାପମାନ
15°C - 37°C

ଉର୍ବରୀକରଣ
ମଧ୍ୟମ

କପା

ଉପକ୍ରମ

କପା ହେଉଛି ମାଲଭେସୀ ପରିବାରର ଏକ ଗୁଳ୍ମ ଯାହାର ମୂଳ ଅଞ୍ଚଳ ହେଉଛି ଆମେରିକା, ଅଷ୍ଟ୍ରେଲିଆ, ଆଫ୍ରିକା ଏବଂ ଭରତ ର ଗ୍ରୀଷ୍ମ ଏବଂ ଉପ-ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ। 90 ରୁ ଅଧିକ ଦେଶରେ ଏହାର ତନ୍ତୁ ଏବଂ ତୈଳ ପାଇଁ କପା ଚାଷ କରାଯାଏ। ମେକ୍ସିକୋ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାରେ ଏହାର ସର୍ବାଧିକ ବିବିଧତା ଦେଖିବାକୁ ମିଳେ।

ଯତ୍ନ

ଯତ୍ନ

ଗଛ ଲଗାଇବା ପୂର୍ବରୁ ପ୍ରାୟ 35 ସେମି ଗଭୀରରେ ଜମିକୁ ହଳ କରିବା ଅନୁମୋଦିତ। ଏହା ଗଛର ଅବଶେଷ କୁ ମାଟିରେ ମିଶିବାରେ ସାହାଯ୍ୟ କରି ଥାଏ ଯାହା କି ମାଟିର ଗଠନ କୁ ଉନ୍ନତ କରି ଥାଏ। ନିୟମିତ ଭାବେ ବାଳୁଙ୍ଗା ନିୟନ୍ତ୍ରଣ କରିବା ଆବଶ୍ୟକ ଏବଂ ଆଗାମୀ ବସନ୍ତ ରେ ପୁଣି ଚାଷ କରିବା ପାଇଁ ଖାଲି ଜମି ସୁନିଶ୍ଚିତ ପାଇଁ ଅମଳ ପରେ ଜମି କୁ ତୁରନ୍ତ ହଳ କରିବା ଆବଶ୍ୟକ। ବିହନ ବୁଣିବା ପାଇଁ ଭଲ ଗଭୀରତା ହେଉଛି 4-5 ସେମି। ହେକ୍ଟର ପ୍ରତି ପ୍ରାୟ 25 କିଲୋଗ୍ରାମ ବିହନ ଅନୁମୋଦନ କରାଯାଏ। ଧାଡିରେବିହନ ରୁ ବିହନ ମଧ୍ୟରେ ହାରାହାରି 7.5 ସେମି ର ବ୍ଯବଧାନ ରଖିବା ଆବଶ୍ୟକ । ହେକ୍ଟର ପ୍ରତି 1-2 ଟି ସୁସ୍ଥ ମହୁଫେଣା ରଖିବା ହିତକର ହୋଇଥାଏ। ଅତି କମ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ କପା ଫସଲରେ ବୁଣିବା ପୂର୍ବରୁ ଏବଂ ଫୁଲ ଫୁଟିଲା ପରେ ବକରା ଫାଟିଲା ପର୍ଯ୍ୟନ୍ତ ଜଳସେଚନ କରିବା ଆବଶ୍ୟକ।

ମାଟି

ଯଦି ଉତ୍ତମ ଜଳ ନିଷ୍କାସନ ବ୍ୟବସ୍ଥା ଥାଏ ତାହେଲେ ପ୍ରାୟ ସବୁ ପ୍ରକାର ମାଟିରେ କପା ଚାଷ ହୋଇପାରେ। କିନ୍ତୁ ଅଧିକ ଉତ୍ପାଦନ ପାଇବା ପାଇଁ ବାଲିଆ ଦୋରସା ମାଟି ଯେଉଁଥିରେ ଯଥେଷ୍ଟ କର୍ଦମ ଅଂଶ, ଜୈବିକ ଅଂଶ ଏବଂ ମଧ୍ୟମ ପରିମାଣର ଯାବକ୍ଷାରଜନ ଏବଂ ଫସଫରସ ଉପଯୁକ୍ତ ଅଟେ। ଅଳ୍ପ ଗଡାଣିଆ ସହାୟକ ହୋଇପାରେ ଯେହେତୁ ଏହା ଜଳ ନିଷ୍କାସନ ଗୋଟିଏ ହିଁ ଦିଗରେ ସାହଯ୍ୟ କରିଥାଏ। 5.8 ରୁ 8 ମଧ୍ୟରେ ମାଟି ର pH କପାର ଭଲ ବୃଦ୍ଧି ପାଇଁ ଆବଶ୍ୟକ କିନ୍ତୁ 6 ରୁ 6.5 ହେଉଛି ଅନୁକୂଳତମ pH ରେଞ୍ଜ।

ଜଳବାୟୁ

କପା ଗଛ କୁ କୁହୁଡି ବିହୀନ ଏକ ଲମ୍ବା ସମୟ, ବହୁତ ଉତ୍ତାପ ଏବଂ ପ୍ରଚୁର ସୂର୍ଯ୍ୟାଲୋକ ଆବଶ୍ୟକ। ଗରମ ଏବଂ ଆର୍ଦ୍ର ଜଳବାୟୁ ସହିତ ମଧ୍ୟମ ପରିମାଣର ବୃଷ୍ଟିପାତ 60 ସେମି ରୁ 120 ସେମି ପର୍ଯ୍ୟନ୍ତ ପସନ୍ଦ ଯୋଗ୍ୟ। ଯଦି ମାଟିର ତାପମାନ 15°C ରୁ କମ ହୋଇଥିବ ତାହେଲେ ଅଳ୍ପ କେତେକ ବିହନ ହି ଗଜା ହେବ। ଅନୁକୂଳତମ ବାୟୁ ମଣ୍ଡଳୀୟ ତାପମାନ ହେଉଛି 21-37°C। ଏକ ସାଧାରଣ କପା ଗଛ ଅଳ୍ପ ସମୟ ପାଇଁ ଅଧିକ କ୍ଷୟ କ୍ଷତି ବିନା 43°C ପର୍ଯ୍ୟନ୍ତ ତାପମାନ ସହ୍ୟ କରିପାରିବ। ପାକଳ ହେବା ସମୟରେ (ବର୍ଷା) ବାରମ୍ବାର ବର୍ଷା ଏବଂ ଅମଳ (ଶରତ) ହେବା ସମୟରେ ହେଲେ କପା ର ଉତ୍ପାଦନ କମି ଯାଇଥାଏ।

ସମ୍ଭାବ୍ୟ ରୋଗ

କପା

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

କପା

Gossypium

କପା

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

କପା ହେଉଛି ମାଲଭେସୀ ପରିବାରର ଏକ ଗୁଳ୍ମ ଯାହାର ମୂଳ ଅଞ୍ଚଳ ହେଉଛି ଆମେରିକା, ଅଷ୍ଟ୍ରେଲିଆ, ଆଫ୍ରିକା ଏବଂ ଭରତ ର ଗ୍ରୀଷ୍ମ ଏବଂ ଉପ-ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ। 90 ରୁ ଅଧିକ ଦେଶରେ ଏହାର ତନ୍ତୁ ଏବଂ ତୈଳ ପାଇଁ କପା ଚାଷ କରାଯାଏ। ମେକ୍ସିକୋ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାରେ ଏହାର ସର୍ବାଧିକ ବିବିଧତା ଦେଖିବାକୁ ମିଳେ।

ମହତ୍ୱପୂର୍ଣ୍ଣ ତଥ୍ୟ