ଆପେଲ

Malus pumila

ଜଳସେଚନ
ମଧ୍ୟମ

ଚାଷ
ରୁଆ ଯାଇଥିବା

ଅମଳ କରିବା
1 - 365 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.5 - 6.5

ତାପମାନ
15°C - 23°C

ଉର୍ବରୀକରଣ
ମଧ୍ୟମ

ଆପେଲ

ଉପକ୍ରମ

ସେଓ ଏକ ନାତିଶୀତୋଷ୍ଣ ମଣ୍ଡଳୀୟ ଫଳ ଯାହା ମୁଖ୍ଯତଃ କଞ୍ଚା ଖିଆ ଯାଏ ଏବଂ ଉତ୍ପାଦନର ଶତକଡା ଅଳ୍ପ କିଛି ଭାଗ କ୍ୟାନିଙ୍ଗ (ଡବାରେ ସଂରକ୍ଷିତ) କରାଯାଏ ଏବଂ ଅନ୍ୟ ପ୍ରକ୍ରିୟାକୃତ ଖାଦ୍ୟ ଭାବେ ବ୍ୟବହାର କରାଯାଏ। ବିଶ୍ବସ୍ତରରେ ଫଳ ଉତ୍ପାଦନ ରେ ସେଓ ହେଉଛି ଚତୁର୍ଥ।

ଯତ୍ନ

ଯତ୍ନ

ଅନେକ ପ୍ରକାର ପଦ୍ଧତି ଦ୍ଵାରା ସେଓ ଚାଷ କରାଯାଇପାରେ ଯଥା: କଲମିକରଣ (ଗ୍ରାଫଟିଙ୍ଗ), କଳିକା ନ୍ୟସନ (ବଡିଙ୍ଗ) କିମ୍ବା ମୂଳ ଦଣ୍ଡ ଉପରେ। ଗଛ ଲଗାଇଲା ବେଳେ ବ୍ଯବଧାନ କୁ ଏମିତି ରଖିବା ଆବଶ୍ୟକ ଯେମିତି ଯଥେଷ୍ଟ ପରାଗ ରେଣୁ ବାହକ ଗଛ ରହିବା ଉଚିତ। 2-3 ଟି ବଡ ଗଛ ପାଇଁ ଗୋଟିଏ ପରାଗ ରେଣୁ ବାହକ ଗଛ ରହିବା ଉପଯୁକ୍ତ ଅଟେ। ସେଓ କମ ଜଳ ପ୍ରତି ସମ୍ବେଦନଶୀଳ, ତେଣୁ ନିୟମିତ ବୃଷ୍ଟିପାତ ଅଭିବୃଦ୍ଧି ପାଇଁ ସବୁଠାରୁ ଭଲ ଅଟେ। ନିୟମିତ ଭାବେ କାଣ୍ଟ-ଛାଣ୍ଟ କରିବା ଗଛ ଜୀବନର ଶକ୍ତି ଏବଂ ଉତ୍ପାଦକତା ପାଇଁ ମହତ୍ବପୂର୍ଣ୍ଣ ଅଟେ। ସଠିକ ଫଳ ଆକାର ଏବଂ କ୍ଵାଲିଟି ପାଇବା ପାଇଁ କିଛି ଫଳ ମଧ୍ୟ କାଟି ବାହାର କରିଦେବା (40 ପତ୍ର ପାଇଁ ଗୋଟିଏ ଫଳ) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ।

ମାଟି

ଦୋରସା, ଉତ୍ତମ ଭାବେ ଜଳ ନିଷ୍କାସିତ ମାଟି ଯାହାର pH ରେଞ୍ଜ 5.5 ରୁ 6.5 ମଧ୍ୟରେ ଥାଏ ତାହା ସେଓ ପ୍ରବର୍ଦ୍ଧନ ପାଇଁ ସବୁଠାରୁ ଭଲ ଅଟେ। ମାଟିରେ ପାଣି ଜମିବା ଉଚିତ ନୁହେଁ କିମ୍ବା ଏହାର ଜମି ତଳେ ଥିବା ମାଟି ଅତ୍ୟଧିକ ଟାଣ ହେବା ବି ଏହି ଫସଲ ପାଇଁ ଠିକ ନୁହେଁ। ଜୈବିକ ପଦାର୍ଥ ସହ ମିଶାଇ ମଲଚ ବ୍ୟବହାର କଲେ ମାଟିର ଆର୍ଦ୍ରତା ବଜାୟ ରଖିବା ପାଇଁ ସହାୟକ ହୋଇଥାଏ।

ଜଳବାୟୁ

ସେଓ ଏକ ନାତିଶୀତୋଷ୍ଣ ଜଳବାୟୁ ଅଞ୍ଚଳର ଫସଲ ଯାହା 21 ରୁ 24 °C ରେ ବଞ୍ଚିପାରେ। ଏହା ସମୁଦ୍ର ପତ୍ତନ ଠାରୁ ଅଧିକ ଉଚ୍ଚ ସ୍ଥାନ ( 1500-2700 ମିଟର ଉଚ୍ଚ) ରେ ମଧ୍ୟ ଲଗା ଯାଇପାରେ। ଅଭିବୃଦ୍ଧି ସିଜନ ରେ ସମାନ ଭାବେ ବିତରିତ ହେଉଥିବା ବୃଷ୍ଟିପାତ ଅଞ୍ଚଳ ସେଓ ଚାଷ ପାଇଁ ସର୍ବୋତ୍ତମ। ସେଓ ଗଛ ପାଇଁ ପବନ ବହୁଥିବା ପରିବେଶ ହାନିକରକ ଅଟେ। ଶୁଖିଲା, ଖରା ପରିସ୍ଥିତି ଅଧିକ ଶର୍କରା ଅଂଶ ଥିବା ତଥା ଅଧିକ ଦିନ ସତେଜ ରହିଲା ପରି ଫଳ ଉତ୍ପାଦନ ପାଇଁ ସାହାଯ୍ୟ କରିଥାଏ।

ସମ୍ଭାବ୍ୟ ରୋଗ

ଆପେଲ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ଆପେଲ

Malus pumila

ଆପେଲ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ସେଓ ଏକ ନାତିଶୀତୋଷ୍ଣ ମଣ୍ଡଳୀୟ ଫଳ ଯାହା ମୁଖ୍ଯତଃ କଞ୍ଚା ଖିଆ ଯାଏ ଏବଂ ଉତ୍ପାଦନର ଶତକଡା ଅଳ୍ପ କିଛି ଭାଗ କ୍ୟାନିଙ୍ଗ (ଡବାରେ ସଂରକ୍ଷିତ) କରାଯାଏ ଏବଂ ଅନ୍ୟ ପ୍ରକ୍ରିୟାକୃତ ଖାଦ୍ୟ ଭାବେ ବ୍ୟବହାର କରାଯାଏ। ବିଶ୍ବସ୍ତରରେ ଫଳ ଉତ୍ପାଦନ ରେ ସେଓ ହେଉଛି ଚତୁର୍ଥ।

ମହତ୍ୱପୂର୍ଣ୍ଣ ତଥ୍ୟ