ପ୍ଳାଣ୍ଟିକ୍ସ ପେଷ୍ଟ ଟ୍ରାକର

ଫଲ୍ ସୈନ୍ୟପୋକ (FAW) ବିସ୍ତାର ର ଗମ୍ଭୀରତାକୁ ଆଖି ଆଗରେ ରଖି ଆମେ ଭାବିଲୁ ଯେ, ତଳ ସ୍ତରରେ ଥିବା ଲୋକ ମାନଙ୍କୁ ଆମର ଟେକ୍ନୋଲୋଜି ସାହାଯ୍ୟରେ ସବୁଠୁ ଭଲ ଓ ପ୍ରଭାବଶାଳୀ ଉପାୟରେ କେମିତି ସାହାଯ୍ୟ କରିବୁ. ତେଣୁ ଆମେ ଆପଣଙ୍କୁ ଆମର ନୂଆ ଟୁଲ ''ପ୍ଳାଣ୍ଟିକ୍ସ ପେଷ୍ଟ ଟ୍ରାକର'' ଉପସ୍ଥାପନ କରୁଛୁ ଯାହାକି ଵିଧ୍ଵଂସକାରୀ ପୋକ ର ଟ୍ରାକିଙ୍ଗ କରିବା ପ୍ରକୃତ ସମୟରେ. ଆମେ ଧୀରେ ଧୀରେ ଏହି ଟୁଲ କୁ ଭାରତରେ ବ୍ୟାପୁଥିବା ଅତି ସାଧାରଣ ଵିଧ୍ଵଂସକାରୀ ରୋଗ ପୋକ ର ଅଧିକରୁ ଅଧିକ ମାନଚିତ୍ର କୁ ବିସ୍ତାର କରିବୁ. ଏହା ଫଳରେ ଆପଣ ଏକ ବିଶ୍ୱସ୍ତ ସଅଳ ସତର୍କ ବ୍ୟବସ୍ଥା ଅପଣଙ୍କ ହାତରେ ପାଇବେ ଯାହାକି ସବୁବେଳେ ଅପଡେଟ ଥିବ.

ଡାଟା ସ୍ତୋତ୍ର: ଆମ ପ୍ଳାଣ୍ଟିକ୍ସ କୃଷକ ଆପ୍ ଦ୍ୱାରା, ଆମେ ପ୍ରତିଦିନ 20,000 ଫୋଟ କେବଳ ଭାରତରୁ ପାଇଥାଉ. ଆମେ ଏହି ଡାଟା କୁ ବ୍ୟବହାର କରି ଅନ୍ତର୍ଦୃଷ୍ଟି ପ୍ରସ୍ତୁତ କରିଥାଉ ଯାହା ସମସ୍ତ ହିତାଧିକାରୀଙ୍କ ସହ ସେୟାର କରିଥାଉ. ଲାଇଭ ଟ୍ରାକିଙ୍ଗ ମାନଚିତ୍ରରେ ଯେଉଁ ଡାଟା ବିନ୍ଦୁ ଦେଖାଯାଏ ତାହା ବିଶେଷଜ୍ଞ ମାନଙ୍କ ଦ୍ୱାରା ପ୍ରମାଣିତ କର ଯାଇଥାଏ. ସବୁ ସ୍ଥାନାଙ୍କ ଗୁଡିକ ଗୁପ୍ତ ରଖାଯାଇଛି ଏବଂ ଏହାର ସଠିକତା 10 କିମି ମଧ୍ୟରେ ଥାଏ. ଏହି ଡାଟା ପ୍ରତିଦିନ ଅପଡେଟ କରାଯାଇଥାଏ. କଞ୍ଚା ଡାଟା ପାଇବା ପାଇଁ ଦୟାକରି contact@peat.ai ରେ ସମ୍ପର୍କ କରନ୍ତୁ.